ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ତାଜିକିସ୍ତାନରେ SCOର CHG ବୈଠକରେ ଯୋଗ ଦେବେ

ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ତାଜିକିସ୍ତାନରେ ସାଂଘାଇ ସହଯୋଗ ସଂଗଠନ (SCO) ସରକାରୀ ମୁଖ୍ୟ ପରିଷଦ (CHG) ବୈଠକରେ ଯୋଗ ଦେବେ | ତାଜିକିସ୍ତାନର ଦୁସାନବେ ଠାରେ ଅକ୍ଟୋବର 11 12 ତାରିଖରେ CHG ଏହି ସପ୍ତଦଶ ବୈଠକ ଅନୁଷ୍ଠିତ ହେଉଛି |

2017 ମସିହା ଜୁନ ମାସରେ ଭାରତ SCO ଏକ ପୂର୍ଣ୍ଣ ସଦସ୍ୟ ହେବା ପରେ CHG ଏହା ଦ୍ଵିତୀୟ ବୈଠକ ଥିବା   ଜଣାପଡିଛି | ଏହା ପୂର୍ବରୁ ରୁଷର ସୋଚିରେ ଅନୁଷ୍ଠିତ CHG ବୈଠକରେ ମଧ୍ୟ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଯୋଗ ଦେଇଥିଲେ |