ଉପରାଷ୍ଟ୍ରପତି ବିଜୟୱାଡା ସିଙ୍ଗାପୁର ମଧ୍ୟରେ ସିଧାସଳଖ ବିମାନ ସେବାର ଶୁଭାରମ୍ଭ କରିଛନ୍ତି

ଉପରାଷ୍ଟ୍ରପତି ଏମ ଭେଙ୍ଗୟା ନାଇଡୁ ମହ୍ଗଳବାର ଦିନ ବିଜୟୱାଡା ଆନ୍ତର୍ଜାତୀୟ ବିମାନ ବନ୍ଦରରୁ ବିଜୟୱାଡା ସିଙ୍ଗାପୁର ମଧ୍ୟରେ ସିଧାସଳଖ ବିମାନ ଚଳାଚଳ ସେବାର ଶୁଭାରମ୍ଭ କରିଛନ୍ତି | ଏହି ଉପଲକ୍ଷେ ଉପରାଷ୍ଟ୍ରପତି କହିଛନ୍ତି ଯେ ବ୍ୟବସାୟ ଏବଂ ପର୍ଯ୍ୟଟନ ଯୋଗୁଁ ଦୁଇ ସହର ମଧ୍ୟରେ ବିମାନ ଚଳାଚଳ ଆହୁରି ବୃଦ୍ଧି ପାଇବ |