ଅଭିବୃଦ୍ଧି ଏବଂ ମୁଦ୍ରାସ୍ଫୀତି ପାଇଁ RBIର ଆକଳନକୁ ସରକାର ସ୍ଵାଗତ କରିଛନ୍ତି

କେନ୍ଦ୍ର ସରକାର ଅଭିବୃଦ୍ଧି ଏବଂ ମୁଦ୍ରାସ୍ଫୀତି ପାଇଁ RBIର ଆକଳନକୁ ସ୍ଵାଗତ କରିଛନ୍ତି | ଅର୍ଥନୈତିକ ବ୍ୟାପାର ବିଭାଗ ଶଚିବ  ସୁଭାଷ ଚନ୍ଦ୍ର ଚନ୍ଦ୍ର ଗର୍ଗ କହିଛନ୍ତି ଆର୍ଥିକ ନୀତି କମିଟି (MPC) ର  ଆକଳନ ଅଭିବୃଦ୍ଧି ଏବଂ ମୁଦ୍ରାସ୍ଫୀତି ପାଇଁ  ସରକାରଙ୍କ ଆକଳନ ସହ ନିରନ୍ତର ରହିଛି |

ନୀତି ଅନୁଯାୟୀ ଏହି ଦର ବଜାୟ ରଖିବାକୁ MPCର ନିଷ୍ପତିକୁ ସରକାର ସ୍ଵାଗତ କରିଛନ୍ତି କିନ୍ତୁ ଏହା ଉପରେ ଅନୁଧ୍ୟାନ କରିବାର ଆବଶ୍ୟକତା ଥିବାର ସେ କହିଛନ୍ତି |