ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମାଜିକ ଗଣମାଧ୍ୟମ ଇନଷ୍ଟାଗ୍ରାମରେ ବିଶ୍ଵର ସବୁଠାରୁ ଅଧିକ ଲୋକପ୍ରିୟ ନେତା ହୋଇଛନ୍ତି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାମାଜିକ ଗଣମାଧ୍ୟମ ଇନଷ୍ଟାଗ୍ରାମରେ 14.8 ମିଲିୟନ ଫଲୋଅର ଥିବା ସେ ସାମାଜିକ ଗଣମାଧ୍ୟମ ଇନଷ୍ଟାଗ୍ରାମରେ ବିଶ୍ଵର ସବୁଠାରୁ ଅଧିକ ଲୋକପ୍ରିୟ ନେତା ହୋଇଛନ୍ତି |

ଏକ ଅନଲାଇନ ସର୍ବେକ୍ଷଣ ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରେ ଇଣ୍ଡୋନେସିଆ ରାଷ୍ଟ୍ରପତି ଜୋକୋ ୱିଡୋଡୋଙ୍କର 12.2 ମିଲିୟନ ଫଲୋଅର ଥିବାବେଳେ, ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କର ତୃତୀୟ ସର୍ବାଧିକ 10 ମିଲିୟନ ଫଲୋଅର ରହିଛନ୍ତି |