ଭାରତରେ ଷ୍ଟାର୍ଟଅପ ପ୍ରତିଷ୍ଠା ପାଇଁ ଏକ ବଡ ଧରଣର ପ୍ରୋତ୍ସାହନ ସ୍ୱରୂପ ପୁଞ୍ଜିବଜାର ନିୟନ୍ତ୍ରକ SEBI ଷ୍ଟାର୍ଟଅପ ଗୁଡିକ ପାଇଁ ବିଭିନ୍ନ କୋହଳ ନୀତି ଅବଲମ୍ବନ କରିଛି |
ତାଲିକାଭୁକ୍ତ ଷ୍ଟାର୍ଟଅପ ଗୁଡିକ ପାଇଁ ଇନୋଭେଟର୍ସ ଗ୍ରୋଥ ପ୍ଲାଟଫର୍ମ ରଖାଯାଇଛି | ଷ୍ଟାର୍ଟଅପ ଗୁଡିକର ସମୀକ୍ଷା ପାଇଁ ପୁଞ୍ଜିବଜାର ନିୟନ୍ତ୍ରକ SEBI ଚଳିତ ବର୍ଷ ଜୁନ ମାସରେ ଏକ ବିଶେଷଜ୍ଞ ଗୋଷ୍ଠୀ ଗଠନ କରିଥିଲା |