କ୍ରିଡାମନ୍ତ୍ରୀ ରାଜ୍ୟବର୍ଦ୍ଧନ ରାଠୋର ,ବିଦ୍ୟାଳୟ ଗୁଡିକରେ କ୍ରିଡା ପାଇଁ ଘଣ୍ଟିକିଆ ପିରିଅଡ କୁ ବାଧ୍ୟତା ମୂଳକ କରିବା ଉପରେ ପ୍ରସ୍ତାବ ନେଇ ଏମଏଚଆରଡ଼ି ବିବେଚନା କରୁଥିବାରୁ ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାବଡେକର ଙ୍କୁ ଧନ୍ୟବାଦ ଜଣାଇଛନ୍ତି |
ଶ୍ରୀ ରାଠୋର ଏକ ଟୁଇଟ କରି ଖେଲୋ ଇଣ୍ଡିଆ ଯୁବ କ୍ରୀଡା ରେ 85 ଟି ସ୍ଵର୍ଣ୍ଣ ପଦକ ସହ ଶୀର୍ଷ ସ୍ଥାନରେ ରହିଥିବାରୁ ଆୟୋଜକ ମହାରାଷ୍ଟ୍ରକୁ ଅଭନନ୍ଦନ ଜଣାଇଛନ୍ତି |
ଏହି ଯୁବ କ୍ରୀଡା ରେ 5925 କ୍ରୀଡାବିତ ଙ୍କ ସମେତ 10,000 ପ୍ରତିଯୋଗୀ ଅଂଶଗ୍ରହଣ କରିଥିବାରୁ ଶ୍ରୀ ରାଠୋର ସନ୍ତୋଷ ବ୍ୟକ୍ତ କରିଛନ୍ତି |