ଇରାକର ପଶ୍ଚିମାଞ୍ଚଳ ଅନବର ପ୍ରଦେଶରେ ଇସଲାମିକ ଷ୍ଟେଟ ସନ୍ତ୍ରାସବାଦି ଗୋଷ୍ଠି ଉପରେ ଇରାକ ଚଢାଉ କରି ବଡ ସଫଳତା ହାସଲ କରିଛି, 186 ସନ୍ତ୍ରାସବାଦି ଗିରଫ

ଇରାକର ପଶ୍ଚିମାଞ୍ଚଳ ଅନବର ପ୍ରଦେଶରେ ଇସଲାମିକ ଷ୍ଟେଟ ସନ୍ତ୍ରାସବାଦି ଗୋଷ୍ଠି ଉପରେ ଇରାକ ଚଢାଉ କରି ବଡ ଧରଣର ସଫଳତା ହାସଲ କରିବା ସହିତ 186 ସନ୍ତ୍ରାସବାଦିଙ୍କୁ  ଗିରଫ କରିଛି ବାଗଦାଦ କାର୍ଯ୍ୟାନୁଷ୍ଠାନ କମାଣ୍ତ କହିଛି  ଇସଲାମିକ ଷ୍ଟେଟ ବଡ ସେଲ ଉପରେ ଚଢାଉ କରି ସଫଳତା ହାସଲ କରିବା ସହ ସେମାନଙ୍କୁ ଗିରଫ କରାଯାଇଛି ଏହି ସେଲ ଆତ୍ମଘାତି ଆକ୍ରମଣ, ରାସ୍ତା କଡରେ ବୋମା ଖଞ୍ଜିବା ଏବଂ ସୈନ୍ୟମାନଙ୍କ ହତ୍ୟା କ୍ଷେତ୍ରରେ ସଂପୃକ୍ତ ଥିଲେ