ସୁଚକାଙ୍କ 151 ପଏଣ୍ଟ ତଳକୁ ଖସିଲା, ନିଫ୍ଟି 10,889ରେ ବନ୍ଦ

ବମ୍ବେ ଷ୍ଟକ ବଜାର ସୂଚକାଙ୍କ 151 ପଏଣ୍ଟ ବା ଶତକଡ଼ା 0.4 ଭାଗ ତଳକୁ ଖସି 36,395ରେ ବନ୍ଦ ହୋଇଛି | ସେହିପରି ଜାତୀୟ ଷ୍ଟକ ଏକ୍ସଚେଞ୍ଜ ନିଫ୍ଟି ମଧ୍ୟ 55 ପଏଣ୍ଟ ବା ଶତକଡ଼ା 0.5 ଭାଗ ହ୍ରାସ ପାଇ 10,889 ରେ ବନ୍ଦ ହୋଇଛି |