କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀ ଅର୍ଥମନ୍ତ୍ରୀ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି

 

କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀ ଅର୍ଥ ଓ କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ ର  ଦାୟିତ୍ଵ ଗ୍ରହଣ କରିଛନ୍ତି |

ଗତ ମାସ 23 ତାରିଖରୁ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ ଏହି ମନ୍ତ୍ରଣାଳୟ ର ଦାୟିତ୍ଵ ତୁଲାଉଥିଲେ | ଶ୍ରୀ ଜେଟଲୀ ଗତମାସରେ ନ୍ୟୁୟର୍କ କୁ ଚିକିତ୍ସା ପାଇଁ ଯାଇଥିଲେ ଏବଂ ଗତ ସପ୍ତାହରେ ସେ ସ୍ଵଦେଶ ପ୍ରତ୍ୟାନର୍ତ୍ତନ କରିଛନ୍ତି |