ଜିମ୍ବାୱେରେ କାଡୋମା ସୁନା ଖଣିରୁ 9ଜଣ ବେଆଇନ ଖଣି ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି

ଜିମ୍ବାୱେରେ କାଡୋମା ସୁନା ଖଣିରେ ବନ୍ଧ ଭାଙ୍ଗି ପାଣି ଭରିଯିବାରୁ ସେଥିରେ ଫଶିଥିବା 9ଜଣ ବେଆଇନ ଖଣି ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି |   130 ଫୁଟ ଗଭିର ଏହି ଖଣିରେ ମଙ୍ଗଳବାର ଦିନ ଏହି ଦୁର୍ଘଟଣା ହେବା ପରେ ବହୁ ଲୋକ ସେଥିରେ ପ୍ରାଣ ହରାଇଥିବା କୁହାଯାଉଛି |