ସ୍ୱତନ୍ତ୍ର ଅଲମ୍ପିକ୍ସ ବିଶ୍ବ କ୍ରୀଡା ପ୍ରତିଯୋଗୀତାରେ ଭାରତ 350 ରୁ ଉର୍ଦ୍ଧ୍ୱ ପଦକ ବିଜୟୀ ହୋଇଛି

ଆବୁଧାବୀରେ ଚାଲିଥିବା ସ୍ୱତନ୍ତ୍ର ଅଲମ୍ପିକ୍ସ ବିଶ୍ବ କ୍ରୀଡା ପ୍ରତିଯୋଗୀତାରେ ଭାରତ 350 ରୁ ଉର୍ଦ୍ଧ୍ୱ ପଦକ ବିଜୟୀ ହୋଇ ଦେଶ ପାଇଁ ଇତିହାସ ସୃଷ୍ଟି କରିଛି |

ବର୍ତ୍ତମାନର ପଦକ ତାଲିକାରେ ଭାରତ 85 ଟି ସ୍ବର୍ଣ୍ଣ, 153 ଟି ରୌପ୍ୟ ଏବଂ 124 ଟି ବ୍ରୋଞ୍ଜ ପଦକ ସହ ମୋଟ 362 ଟି ପଦକ ହାସଲ କରିଛି |