ଟାଇଗର ଉଡ୍ସ ଗଲ୍ଫ ଖେଳରେ ପଞ୍ଚମ ଥର ବିଜୟ ହାସଲ କଲେ

ଗଲ୍ଫ ଖେଳାଳି ଟାଇଗର ଉଡ୍ସ  11 ବର୍ଷର ଅପେକ୍ଷା ପରେ ଏକାଦଶ ପ୍ରମୁଖ ଟାଇଟେଲ ସହିତ ତାଙ୍କର ପଞ୍ଚମ ମାଷ୍ଟର୍ସ ଟାଇଟଲ ହାସଲ କରିଛନ୍ତି। ଉଡ୍ସ ତାଙ୍କର ସାଥୀ ଆମେରିକାର ଡଷ୍ଟିନ ଜନସନ, ଜାଣ୍ତର ସ୍କାଫେଲେ ଏବଂ ବ୍ରୁକ୍ସ କୋଏପକାଙ୍କୁ ପଛରେ ପକାଇ ବିଜୟ ହାସଲ କରିଛନ୍ତି।