ମୋଟର ରେସିଙ୍ଗରେ ଲୁଇସ ହାମିଲଟନ ଫର୍ମୁଲା ୱାନରେ ବିଜୟୀ

ମୋଟର ରେସିଙ୍ଗରେ ଲୁଇସ ହାମିଲଟନ ଷଷ୍ଠ ଥର ପାଇଁ  ଚାଇନିଜ ଗ୍ରାଣ୍ତ ପ୍ରିଁ ରେ ରବିବାର ଦିନ ବିଜୟୀ ହୋଇଛନ୍ତି।  ଫର୍ମୁଲା ୱାନର 1000ତମ ବିଶ୍ବ ଚମ୍ପିୟନସିପ ରେସରେ ସେ ତାଙ୍କର ମର୍ସିଡିଜ ଟିମମେଟ ଭଲଟେରି ବୋଟାସଙ୍କ ଠାରୁ ଜିତି ଯାଇଛନ୍ତି। ଦୁଇ ସପ୍ତାହ ପୂର୍ବେ ସେ ବାହାରିନରେ ହୋଇଥିବା ରେସରେ ବିଜୟୀ ହୋଇଥିଲେ।