2019 ଲୋକସଭା ନିର୍ବାଚନ:  ବିଜେପି ଛ ଜଣ ପ୍ରାର୍ଥୀ ବିଶିଷ୍ଟ ଅନ୍ୟ ଏକ ତାଲିକା ଜାରି କରିଛି

2019 ଲୋକସଭା ନିର୍ବାଚନ ପାଇଁ ରବିବାର ଦିନ ବିଜେପି ଛ ଜଣ ପ୍ରାର୍ଥୀ ବିଶିଷ୍ଟ ଅନ୍ୟ ଏକ ତାଲିକା ଜାରି କରିଛି | ପାର୍ଟି,ଅରବିନ୍ଦ ଶର୍ମା ଙ୍କୁ ରୋହତକ ରୁ ଓ ବିଜେନ୍ଦ୍ର ସିଂ ଙ୍କୁ ହରିଆଣା ର ହିସାର ଲୋକସଭା ଆସନରୁ ପ୍ରାର୍ଥୀ କରାଇଛି |

ବିଷ୍ଣୁ ଦତ୍ତ ଶର୍ମା ଙ୍କୁ ମଧ୍ୟପ୍ରଦେଶ ର ଖଜୁରାହୋ ସଂସଦୀୟ ନିର୍ବାଚନ ମଣ୍ଡଳୀ ପାଇଁ ଦଳ ପକ୍ଷରୁ ଟିକେଟ ଦିଆଯାଇଛି |