ଆଇପିଏଲ କ୍ରିକେଟରେ  ମୁମ୍ବାଇ ଇଣ୍ତିଆନ୍ସ ଦିଲ୍ଲୀ କ୍ୟାପିଟାଲକୁ 40 ରନରେ ହରାଇଲା

ଦିଲ୍ଲୀର ଫିରୋଜଶାହ କୋଟଲାରେ ଗତକାଲି ଖେଳାଯାଇଥିବା ଆଇ ପି ଏଲ କ୍ରିକେଟରେ ମୁମ୍ବାଇ ଇଣ୍ତିଆନ୍ସ ଦିଲ୍ଲୀ କ୍ୟାପିଟାଲକୁ 40 ରନରେ ହରାଇଛି | 169 ରନ ବିଜୟ ଲକ୍ଷ୍ୟକୁ ପୁରଣ କରିବାକୁ ଯାଇ ଦିଲ୍ଲୀ 128 ରନରେ 9 ୱିକେଟ ହରାଇ ହାରିଯାଇଥିଲା |ରାହୁଲ ଚହର 3 ୱିକେଟ ନେଇଥିବାବେଳେ ଜସପ୍ରିତ ବୁମରା 2 ୱିକେଟ ନେଇଥିଲେ |

ଆଜି କୋଲକାତା ନାଇଟ ରାଇଡର୍ସ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ କୋଲକାତାରେ ଭେଟିବ |