ଦିନ ବେଳା କାରବାର ରେ ସର୍ବାଧିକ 39,487.45 ପଏଣ୍ଟ ହୋଇଥିବା ବେଳେ ପରେ 135.36 ପଏଣ୍ଟ ଅର୍ଥାତ 0.34 ପ୍ରତିଶତ ହ୍ରାସ ପାଇ 39,140.28 ପଏଣ୍ଟ ରେ ପହଞ୍ଚିଥିଲା | ସେହିପରି ନେସନାଲ ଷ୍ଟକ ଏକ୍ସଚେଞ୍ଜ ନିଫ୍ଟି ର ସୂଚକାଙ୍କ 34.35 ପଏଣ୍ଟ ଅର୍ଥାତ 0.29 ପ୍ରତିଶତ ହ୍ରାସ ପାଇ 11,752.80 ପଏଣ୍ଟ ରେ ପହଞ୍ଚିଥିଲା |
ମହାବୀର ଜୟନ୍ତୀ ଉପଲକ୍ଷେ ବୁଧବାର ଦିନ ଷ୍ଟକ ବଜାର ବନ୍ଦ ରହିଥିଲା |