ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକ ସଭା ନିର୍ବାଚନର ଅବଶିଷ୍ଟ ପର୍ଯ୍ୟାୟ ପାଇଁ ନିର୍ବାଚନ ପ୍ରଚାରରେ ଆଜି ମହାରାଷ୍ଟ୍ର ଏବଂ ରାଜସ୍ଥାନରେ ଜନସଭା ଗୁଡିକରେ ଉଦବୋଧନ ଦେବେ |
ଶ୍ରୀ ମୋଦି ମହାରାଷ୍ଟ୍ରର ଦିନଦୋରି ଓ ନନ୍ଦୁର୍ବାର ଏବଂ ରାଜସ୍ଥାନର ଉଦୟପୁର ଓ ଯୋଧପୁରରେ ଜନସଭା ଗୁଡିକରେ ଉଦବୋଧନ ଦେବେ |
ବିଜେପି ଅଧ୍ୟକ୍ଷ ଅମିତ ଶାହା ପଶ୍ଚିମ ବଙ୍ଗର ବିଭିନ୍ନ ସ୍ଥାନରେ ଏବଂ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ଉତ୍ତର ପ୍ରଦେଶର ଆମେଥି ଏବଂ ରାଏବରେଲୀରେ ନିର୍ବାଚନ ରାଲି ଗୁଡିକରେ ଉଦବୋଧନ ଦେବାର କାର୍ଯ୍ୟସୂଚୀ ରହିଛି |