ସୂଚକାଙ୍କ 495 ପଏଣ୍ଟ ହ୍ରାସ ଏବଂ ନିଫ୍ଟି 11,594ରେ ବନ୍ଦ

ବମ୍ବେ ଷ୍ଟକ ବଜାର ସୂଚକାଙ୍କ ଗତ କାଲି 495 ପଏଣ୍ଟ ଅର୍ଥାତ 1.26 ଭାଗ ହ୍ରାସ ପାଇ 38,645ରେ ବନ୍ଦ ହୋଇଛି  | ସେହିପରି ଜାତୀୟ ଏକ୍ସଚେଞ୍ଜ ନିଫ୍ଟି ମଧ୍ୟ 158 ପଏଣ୍ଟ ଅର୍ଥାତ 1.35 ଭାଗ ହ୍ରାସ ପାଇ 11,594ରେ ବନ୍ଦ ହୋଇଛି |