ଚୀନର ଝିଆନ ରେ ଖେଳାଯିବାକୁ ଥିବା ଏସୀୟ ମଲ୍ଲଯୁଦ୍ଧ ଚମ୍ପିୟାନସିପରେ ବିଶ୍ଵର ଏକ ନମ୍ବର ମଲ୍ଲଯୋଦ୍ଧା ବଜରଙ୍ଗ ପୁନିଆ ଓ ଅଲିମ୍ପିକ ବ୍ରୋଞ୍ଜ ପଦକ ଧାରୀ ସାକ୍ଷୀ ମଲ୍ଲିକ ଭାରତର ନେତୃତ୍ଵ ନେବେ |
ଏସୀୟ ମଲ୍ଲଯୁଦ୍ଧ ଚମ୍ପିୟାନସିପରେ ବଜରଙ୍ଗ ଓ ସାକ୍ଷୀ ଙ୍କ ସହ ବିନେଶ ଫୋଗତ ମଧ୍ୟ ପ୍ରତିଦ୍ୱନ୍ଦିତା କରିବେ |
ଚଳିତ ମାସ 28 ତାରିଖରେ ଏହି ପ୍ରତିଯୋଗୀତା ଶେଷ ହେବ |