ମୁଖ୍ୟ ସମ୍ୱାଦ

 

  • ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ପାଞ୍ଚ ବର୍ଷରେ ପାଞ୍ଚ ବିଲିୟନ ଡଲାର ସମ୍ବଳିତ ପ୍ରତିରକ୍ଷା ରପ୍ତାନିର ଲକ୍ଷ ରଖିଛନ୍ତି 
  • ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆଜି ସନ୍ଧ୍ୟାରେ ପ୍ରଚାର ଶେଷ ହେବ
  • ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିର୍ଭୟା ମାମଲାରେ ଅନ୍ୟ ଏକ ଅଭିଯୁକ୍ତର ରାଜକ୍ଷମା ଆବେଦନକୁ ଖାରଜ କରିଛନ୍ତି
  • ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ତାଙ୍କ ବିରୁଦ୍ଧରେ ଆଗତ ମାହାଭିଯୋଗ ପ୍ରସ୍ତାବର ସବୁ ଅଭିଯୋଗରୁ ମୁକ୍ତ ହୋଇଛନ୍ତି
  • ସିନିୟର ମହିଳା ଜାତୀୟ ଭାରୋତ୍ତଳନ ଚମ୍ପିୟାନସିପରେ ରାଖୀ ହଲଦର  ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି