ମୁଖ୍ୟ ସମ୍ବାଦ

  • ପ୍ରଧାନମନ୍ତ୍ରୀ ଆଜି କଟକଠାରେ ଆରମ୍ଭ ହେଉଥିବା ପ୍ରଥମ ଖେଲୋ ଇଣ୍ଡିଆ ୟୁନିଭର୍ସିଟି  ଗେମ୍ସର ଶୁଭାରମ୍ଭ କରିବେ। 
  • ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନର ଏକ ବିଶେଷଜ୍ଞ ଦଳ ଆଜି ଚୀନ୍ ର ୱୂହାନ ସହର ପରିଦର୍ଶନ କରି ନୋବେଲ କରୋନାଭାଇରସ –କୋଭିଡ -19 ସଂକ୍ରମଣ ଉପରେ  ଅନୁଧ୍ୟାନ କରିବେ। 
  • ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କୁ ସ୍ଵାଗତ କରିବା ଲାଗି ଅହମଦାବାଦ ଚଳଚଞ୍ଚଳ ହୋଇଉଠିଛି  |  
  • ଭାରତୀୟ ଭୂତତ୍ତ୍ଵ ସର୍ବେକ୍ଷଣ ଉତ୍ତରପ୍ରଦେଶର ସୋନଭଦ୍ର ଜିଲ୍ଲାରେ ତିନି ହଜାର ଟନରୁ ଅଧିକ ପରିମାଣର ସ୍ଵର୍ଣ୍ଣ ଭଣ୍ଡାର ଠାବ କରିଛନ୍ତି  |
  • ନ୍ୟୁଜିଲାଣ୍ଡର ୱେଲିଙ୍ଗଟନ ଠାରେ ଚାଲିଥିବା ପ୍ରଥମ  କ୍ରିକେଟ ଟେଷ୍ଟ ମ୍ୟାଚର ପ୍ରଥମ ଇନିଙ୍ଗ୍ସ ରେ ଭାରତ 165 ରନ ସଂଗ୍ରହ କରି ଅଲ ଆଉଟ ହୋଇଯାଇଛି  |