ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଦିନ ମିଆଁମାରର ରାଷ୍ଟ୍ରୀୟ ପରାମର୍ଶଦାତା ଅଙ୍ଗ ସାନ ସୁକିଙ୍କ ସହିତ କରୋନା ମହାମାରୀ ପରିସ୍ଥିତି ଉପରେ ଆଲୋଚନା କରିବା ସହିତ ଭାରତ ପକ୍ଷରୁ ସମସ୍ତ ସମ୍ଭାବ୍ୟ ସାହାର୍ଯ୍ୟ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି | ମହାମାରୀର ମୁକାବିଲା ପାଇଁ ଉଭୟ ଦେଶ ନେଉଥିବା ପଦକ୍ଷେପ ଉପରେ ମଧ୍ୟ ଦୁଇ ନେତା କଥା ହୋଇଛନ୍ତି |