1- ଦେଶରେ କୋଭିଡ-19ର ଆରୋଗ୍ୟ ହାର 38 ଭାଗକୁ ବୃଦ୍ଧି, ଅଭିବୃଦ୍ଧି ହାର 5.1ଭାଗ
2- ଲକଡାଉନ-4ରେ ଦେଶରେ ଅନେକ ଭାଗରେ କଟକଣା କୋହଳ ହୋଇଥିବା ଦେଖିବାକୁ ମିଳିଛି
3- ଅମ୍ଫାନ ମହାବାତ୍ୟାକୁ ଦୃଷ୍ଟିରେ ରଖି ଓଡ଼ିଶାରେ ଜାତୀୟ ଦୁର୍ବିପାକ ଉଦ୍ଧାର ବାହିନୀର 13ଟି କଂପାନି ମୁତୟନ
4- କୋଭିଡ ମହାମାରୀ କାଳରେ ଭାରତ 123ଟି ଦେଶକୁ ଔଷଧ ଏବଂ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଇଛି
5- ବନ୍ଦେ ଭାରତ ମିଶନ ଅନ୍ତର୍ଗତ ମଇ 31 ପର୍ଯ୍ୟନ୍ତ ସ୍ଵତନ୍ତ୍ର ବିମାନରେ ବିଦେଶରେ ଅଟକି ରହିଥିବା ଭାରତୀୟମାନଙ୍କୁ ଫେରାଇ ଆଣିବା ଜାରି ରହିବ
6-ଭାରତୀୟ ରେଳବାଇ ସ୍ଵତନ୍ତ୍ର ଟ୍ରେନ ଜରିଆରେ 1.4 ମିଲିୟନ ଶ୍ରମିକଙ୍କୁ ସେମାନଙ୍କୁ ନିଜ ରାଜ୍ୟକୁ ପଠାଇଲାଣି
7- ଫ୍ରାନ୍ସରେ ସ୍କୁଲ ଖୋଲିବା ପରେ ପିଲାମାନଙ୍କ ମଧ୍ୟ କୋଭିଡ-19 ସଂକ୍ରମଣ ବଢିଛି
8- ଲକଡାଉନ କାରଣରୁ ଚିଲିରେ ବିକ୍ଷୋଭ, ସେଠାରେ କୋଭିଡ-19 କାରଣରୁ ସାଂଘାତିକ ସ୍ଵାସ୍ଥ୍ୟ ସମସ୍ୟା ଉପୁଜିଛି
9-ମହାମାରୀର ମୁକାବିଲା ପାଇଁ ଚୀନ 2 ବିଲିୟନ ଡଲାର ଦେବାକୁ କହିଲା
10-ଆମେରିକାରେ କରୋନାରେ 1.4 ମିଲିୟନ ଲୋକ ସଂକ୍ରମିତ ହୋଇଥିବା ସତ୍ଵେ ସେଠାରେ ଚଳିତ ସପ୍ତାହ ଶେଷରେ ଲକଡାଉନରେ ଆଂଶିକ କୋହଳ କରାଯିବ