ବନ୍ଦେ ଭାରତ ମିଶନ ଅନ୍ତର୍ଗତ ଗତ କାଲି ସୁଦ୍ଧା ବିଭିନ୍ନ ଦେଶରୁ 5746 ଜଣଭାରତୀୟ ସ୍ଵଦେଶକୁ ଫେରିଛନ୍ତି | ଫେରିଥିବା ଲୋକମାନେ ଶାର୍ଜା, ବାହାରିନ, ମସକଟ, ଦୁବାଇ, କୁଆଲମପୁର, କିଭ, ନ୍ୟୁୟର୍କ, ଟୋରୋଣ୍ଟୋ, ସିକାଗୋ, ସାନଫ୍ରାନସିସକୋ, ଲଣ୍ତନ, ସିଙ୍ଗାପୁର, ମନିଲା ଏବଂ ଦୋହାରେ କରୋନା ଯୋଗୁଁ ଅଟକିରହିଥିଲେ |