ଭାରତୀୟ କୃଷକମାନଙ୍କ ଉପରେ କାନାଡ଼ା ନେତାଙ୍କ ମନ୍ତବ୍ୟ ଅବାଞ୍ଛିତ: ବିଦେଶ ମନ୍ତ୍ରଣ...

ଭାରତ ମଙ୍ଗଳବାର କହିଛି ଯେ ଗଣତାନ୍ତ୍ରିକ ଦେଶର ଆଭ୍ୟନ୍ତରୀଣ ବ୍ୟାପାରକୁ ନେଇ ଭାରତର କୃଷକମାନଙ୍କ ଉପରେ କାନାଡ଼ା ନେତାଙ୍କ ମନ୍ତବ୍ୟ ଅଯୌକ୍ତିକ । ଗଣମାଧ୍ୟମ ପ୍ରଶ୍ନର ଉତ୍ତରରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍...

କ୍ରମାଗତ ଦ୍ୱିତୀୟ ମାସ ପାଇଁ ଜିଏସ୍‌ଟି ସଂଗ୍ରହ ଏକ ଲକ୍ଷ କୋଟିରୁ ଅଧିକ...

ଅର୍ଥ ମନ୍ତ୍ରଣାଳୟ କହିଛି ଯେ ଦ୍ରବ୍ୟ ଏବଂ ସେବା କର (ଜିଏସ୍‌ଟି)ରୁ ରାଜସ୍ୱ କ୍ରମାଗତ ଦ୍ୱିତୀୟ ମାସ ପାଇଁ ଏକ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି । କରୋନା ମହାମାରୀ ଏବଂ ଏହାର ମୁକାବିଲା ପାଇଁ ପ୍ରତିବନ୍ଧକ ସତ୍ତ୍ବେ ନଭେମ୍ବରରେ 1,04,963 ...

ପାକିସ୍ଥାନ: ଇମ୍ରାନ ଖାନଙ୍କ ଇସ୍ତଫା ପାଇଁ ବିରୋଧୀ ଦଳଙ୍କ ଚାପ ବଢ଼ୁଛି...

ପାକିସ୍ତାନରେ ବିରୋଧୀ ଦଳ ଇମ୍ରାନ ଖାନ ସରକାରଙ୍କ ଇସ୍ତଫା ଉପରେ ଚାପ ବଢ଼ାଉଛନ୍ତି ଏବଂ ଏହା ଜନତାଙ୍କୁ ଉତ୍ସାହିତ କରିଛି । ସେଠାରେ ବର୍ତ୍ତମାନ ଦୁଇ ଅଙ୍କ ବିଶିଷ୍ଟ ମୁଦ୍ରାସ୍ଫୀତି ଏବଂ ଅର୍ଥନୈତିକ ଦୁଃସ୍ଥତି ଦେଖାଦେଇଛି । ଗତ ମାସରେ ନଅ ପ୍...

ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର କୋରୋନା ଭୂତାଣୁ ଉତ୍ପତ୍ତି ଅନୁସନ୍ଧାନ ପାଇଁ ପ୍ରସ୍ତାବ...

କୋରୋନା ଭୂତାଣୁ ଉତ୍ପତ୍ତି ବିଷୟରେ ଅନୁସନ୍ଧାନ କରିବାକୁ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଦଳର ଚୀନ୍ ଗସ୍ତ ଉପରେ ବେଜିଂର ଚତୁରତା ଆଭିମୁଖ୍ୟ ସ୍ପଷ୍ଟ ହୋଇଛି। ଏହି ଉଦ୍ଦେଶ୍ୟରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ନେତୃତ୍ୱାଧୀନ ଅନ୍ତର୍ଜାତୀୟ ଦଳ ଗସ୍ତକୁ ...

ଢାକାରେ ଶେଖ ମୁଜିବଙ୍କ ପ୍ରତିମୂର୍ତ୍ତିକୁ ବିରୋଧ ଯୋଗୁ ହେଫାଜତ-ଇ-ଇସଲାମ ମୁଖ୍ୟକୁ ...

ବଙ୍ଗବନ୍ଧୁ ଶେଖ ମୁଜିବୁର ରହମାନଙ୍କ ମୂର୍ତ୍ତି ସ୍ଥାପନକୁ ବିରୋଧ କରିବା ଯୋଗୁ ବାଂଲାଦେଶର ସାମାଜିକ-ସାଂସ୍କୃତିକ ସଂଗଠନ ମଙ୍ଗଳବାର ଦିନ ଢାକାରେ ଏକ ପ୍ରଦର୍ଶନ ଆୟୋଜନ କରି କଟ୍ଟର ଇସଲାମବାଦୀ ହେଫାଜତ-ଇ-ଇସଲାମ ମୁଖ୍ୟ ଜୁନାଦ ବାବୁନାଗରୀ ଏବଂ...

ଭାରତର ପ୍ରଥମ ଏସ୍‌ସିଓ ସମ୍ମିଳନୀ...

ବହୁପକ୍ଷୀୟ ଯୋଗଦାନ ଏବଂ ୟୁରେସିଆ ସହିତ ଏହାର ବଢ଼ୁଥିବା ସହଯୋଗ ଉପରେ ଅବିରତ ବିଶ୍ବାସକୁ ଦର୍ଶାଇ ଭାରତ ଏହି ସପ୍ତାହରେ ସାଂଘାଇ ସହଯୋଗ ସଂଗଠନ (ଏସସିଓ)ର ସଦସ୍ୟ ରାଷ୍ଟ୍ର ସରକାରଙ୍କ ମୁଖ୍ୟମାନଙ୍କ ଉନବିଂଶ ବୈଠକ ଆୟୋଜନ କରିଛି । ଗୁରୁତ୍ୱପୂର...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଭିଡ-19 ଟିକା ବିକାଶ ସହିତ ଜଡିତ ତିନୋଟି କଂପାନ...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋଭିଡ-19 ଟିକା ବିକାଶ ଏବଂ ଉତ୍ପାଦନ ଉପରେ କାର୍ଯ୍ୟ କରୁଥିବା 3 ଟି ଟିମ୍ ସହିତ ଭର୍ଚୁଆଲ୍ ବୈଠକ କରିଥିଲେ। ଏହି ଦଳଗୁଡ଼ିକ ହେଲା ଜେନୋଭା ବାୟୋଫାର୍ମାସ୍ୟୁଟିକାଲ୍ସ ଲିମିଟେଡ୍ ପୁଣେ, ବାୟୋଲୋଜିକାଲ୍ ଇ ଲିମ...

ଦେଶରେ କୋଭିଡ-19 ଆରୋଗ୍ୟ ହାର 93.94 ପ୍ରତିଶତରେ ପହଞ୍ଚିଛି ...

କୋଭିଡ ବିରୋଧରେ ଲଢେଇରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଅତିକ୍ରମ କରିଛି | କ୍ରମାଗତ 24 ଦିନ ପାଇଁ ନୂତନ ଦୈନିକ ମାମଲା ସଂଖ୍ୟା 50 ହଜାର  ତଳେ ରହିଛି | ଗତ 24 ଘଣ୍ଟା ମଧ୍ୟରେ, ପ୍ରାୟ 31 ହଜାର ପଜିଟିଭ ମାମଲା ରିପୋର୍ଟ ହୋଇଥିବାବେ...

ବାଂଲାଦେଶ 30 ମିଲିୟନ ଡୋଜ କୋଭିଡ 19 ଟିକା ମାଗଣାରେ ଯୋଗାଇବ ...

ବାଂଲାଦେଶ ସରକାର ମାଗଣାରେ ଲୋକଙ୍କୁ 3 କୋଟି ଡୋଜ କୋଭିଡ 19 ଟିକା ପ୍ରଦାନ କରିବେ ବୋଲି ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ କ୍ୟାବିନେଟ ସଚିବ ଖଣ୍ଡକର...

ଜୋ ବାଇଡେନ୍ ଆରିଜୋନାରେ ଟ୍ରମ୍ପଙ୍କ ଠାରୁ ଆରିଜୋନା ଏବଂ  ୱିସ୍କନ୍ସିନରେ ଜିତିଛନ୍ତ...

ୱିସ୍କନ୍ସିନ୍ ଏବଂ ଆରିଜୋନା ରାଜ୍ୟଗୁଡିକରେ ଆମେରିକାର ରାଷ୍ଟ୍ରପତି ନିର୍ବାଚିତ ଜୋ ବାଇଡେନଙ୍କ ନିର୍ବାଚନରେ ବିଜୟ ନିଶ୍ଚିତ ହୋଇଛି।  ବାଇଡେନ ଆରିଜୋନାକୁ ପ୍ରାୟ 3.4 ନିୟୁତ ଭୋଟରେ ଅର୍ଥାତ  0.3 ପ୍ରତିଶତରେ ଜିତିଥିଲେ, ଏହି ରାଜ୍ୟ ଜିତିବା...