ସୂଚକାଙ୍କ 495 ପଏଣ୍ଟ ହ୍ରାସ ଏବଂ ନିଫ୍ଟି 11,594ରେ ବନ୍ଦ...

ବମ୍ବେ ଷ୍ଟକ ବଜାର ସୂଚକାଙ୍କ ଗତ କାଲି 495 ପଏଣ୍ଟ ଅର୍ଥାତ 1.26 ଭାଗ ହ୍ରାସ ପାଇ 38,645ରେ ବନ୍ଦ ହୋଇଛି  | ସେହିପରି ଜାତୀୟ ଏକ୍ସଚେଞ୍ଜ ନିଫ୍ଟି ମଧ୍ୟ 158 ପଏଣ୍ଟ ଅର୍ଥାତ 1.35 ଭାଗ ହ୍ରାସ ପାଇ 11,594ରେ ବନ୍ଦ ହୋଇଛି |...

ନସିମ ଜାଇଦି ଜେଟ ଏୟାରୱେଜ ବୋର୍ଡରୁ ଇସ୍ତଫା ଦେଲେ...

    ନସିମ ଜାଇଦି ଜେଟ ଏୟାରୱେଜ ବୋର୍ଡର ଅଣ କାର୍ଯ୍ୟନିର୍ବାହି ଏବଂ ଅଣ ସ୍ବାଧୀନ ନିର୍ଦେଶକ ପଦରୁ  ଇସ୍ତଫା ଦେଇଛନ୍ତି  | ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନର ଏବଂ ପୂର୍ବତନ ବେସାମରିକ ବିମାନ ଚଳାଚଳ ସଚିବ ଶ୍ରୀ ଜାଇଦି ଗତ ବର୍ଷ ...

କଲମ୍ବିଆରେ ମାଟି ଅତଡାଖସିବା ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା 20କୁ ବୃଦ୍ଧି...

  କଲମ୍ବିଆର ଦକ୍ଷିଣ ପଶ୍ଚିମାଞ୍ଚଳ ଭାଗରେ ରବିବାର ଦିନ ମାଟି ଅତଡାଖସିବା ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା 20କୁ ବୃଦ୍ଧି ପାଇଥିବା ଉଦ୍ଧାରକାରୀ କର୍ତ୍ତୃପକ୍ଷ କହିଛି | ଦେଶର ଦୁର୍ବିପାକ ଏବଂ ଉଦ୍ଧାର ବିଭାଗ କହିଛି ଯେ ରବିବାର ଦିନ 17 ଜ...

ସନ୍ତ୍ରାସବାଦି ଆକ୍ରମଣର ଯୋଜନା କରୁଥିବା 13 ଜଣ ସନ୍ଦିଗ୍ଧଙ୍କୁ ସାଉଦି ଆରବ ଗିରଫ କ...

  ସାଉଦି ଆରବ କହିଛି ରବିବାର ଦିନ ନିରାପତ୍ତା ବାହିନୀ ଦ୍ବାରା ଏକ ସନ୍ତ୍ରାସବାଦି ଆକ୍ରମଣର ଯୋଜନାକୁ ପଣ୍ତ କରାଯିବା ସହିତ ସେଥିରେ ସଂପୃକ୍ତ 13 ଜଣ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି  | ସାଉଦି ଆରବର ରାଷ୍ଟ୍ରୀୟ ନିରାପତ୍ତା ବିଭାଗ ପକ୍...

ଆଇପିଏଲ : ଦିଲ୍ଲୀ ରାଜସ୍ଥାନ ରୋୟାଲ୍ସ କୁ 6 ଉଇକେଟ ରେ ପରାସ୍ତ କରିଛି...

ଜୟପୁରରେ ସୋମବାର ଦିନ ଖେଳାଯାଇଥିବା ଆଇପିଏଲ କ୍ରିକେଟରେ  ଦିଲ୍ଲୀ କ୍ୟାପିଟାଲ୍ସ ରାଜସ୍ଥାନ ରୋୟାଲ୍ସ କୁ 6 ଉଇକେଟ ରେ ପରାସ୍ତ କରିଛି | ପୂର୍ବରୁ  ଦିଲ୍ଲୀ କ୍ୟାପିଟାଲ୍ସ ଟସ  ଜିଣି ବୋଲିଙ୍ଗ କରିବାକୁ ନିଷ୍ପତ୍ତି ନେଇଥିଲା | ରାଜସ୍ଥାନ ରୋୟ...

ଏସୀୟ ମଲ୍ଲଯୁଦ୍ଧ ଚମ୍ପିୟାନସିପରେ ବଜରଙ୍ଗ, ସାକ୍ଷୀ ଭାରତର ନେତୃତ୍ଵ ନେବେ...

    ଚୀନର ଝିଆନ ରେ ଖେଳାଯିବାକୁ ଥିବା ଏସୀୟ ମଲ୍ଲଯୁଦ୍ଧ ଚମ୍ପିୟାନସିପରେ ବିଶ୍ଵର ଏକ ନମ୍ବର  ମଲ୍ଲଯୋଦ୍ଧା ବଜରଙ୍ଗ ପୁନିଆ ଓ ଅଲିମ୍ପିକ ବ୍ରୋଞ୍ଜ ପଦକ ଧାରୀ ସାକ୍ଷୀ ମଲ୍ଲିକ ଭାରତର ନେତୃତ୍ଵ ନେବେ | ଏସୀୟ ମଲ୍ଲଯୁଦ୍ଧ ଚମ୍ପିୟାନ...

ଲୋକସଭା ନିର୍ବାଚନର ଅବଶିଷ୍ଟ ପର୍ଯ୍ୟାୟ  ପାଇଁ ରାଜନୈତିକ ନେତା ମାନେ ବଡ ଜୋରସୋରରେ...

  ଲୋକସଭା ନିର୍ବାଚନର ଅବଶିଷ୍ଟ ପର୍ଯ୍ୟାୟ  ପାଇଁ ରାଜନୈତିକ ନେତା ମାନେ ଅନେକ ରାଲୀ ଓ ରୋଡ ସୋ ରେ ଯୋଗ ଦେଇ ବଡ ଜୋରସୋର ରେ ପ୍ରଚାର ଚଳେଇଛନ୍ତି | ଉତ୍ତର ମହାରାଷ୍ଟ୍ରର ନାନ୍ଦୁରବାରରେ ଏକ ନିର୍ବାଚନୀ ରାଲୀ ରେ ଉଦବୋଧନ ଦେଇ  ବିଜେପି ...

ଶ୍ରୀଲଙ୍କାରେ ଜରୁରୀକାଳିନ ପରିସ୍ଥିତି ଲାଗୁ ; ସିରିଜ ବିସ୍ଫୋରଣରେ 8 ଭାରତୀୟ ମୃତ...

  ଶ୍ରୀଲଙ୍କା ସରକାର,  ଚର୍ଚ୍ଚ ଓ ପଞ୍ଚ ତାରକ ହୋଟେଲ ଗୁଡିକରେ ସିରିଜ ବିସ୍ଫୋରଣକୁ ଦୃଷ୍ଟିରେ ରଖି ଗତରାତିରେ ଦେଶରେ ଜରୁରୀକାଳିନ ପରିସ୍ଥିତି ଲାଗୁ କରିଛନ୍ତି | ସର୍ବସାଧାରଣ ସୁରକ୍ଷା ନିଶ୍ଚିତ କରିବା ଲାଗି ଜାତୀୟ ସୁରକ୍ଷା ପରିଷଦର ...

ମେ 2 ପରେ ଇରାନରୁ ତୈଳ ଆମଦାନୀ କଲେ କଟକଣା ଲାଗୁ କରିବ ଆମେରିକା...

  ଇରାନ ରୁ ତୈଳ ଆମଦାନୀ  କରୁଥିବା ଦେଶ ଗୁଡିକ ଉପରେ ଲାଗୁ କଟକଣାରୁ  କୋହଳତାକୁ ଆଉ ନବଢେଇବାଲାଗି ଆମେରିକା ନିଷ୍ପତ୍ତି ନେଇଛି | ହ୍ଵାଇଟହାଉସ କହିଛି ଯେ ଭାରତ, ଚୀନ, ଜାପାନ, ଦକ୍ଷିଣ କୋରିଆ ଓ ତୁର୍କୀ ଆଦି 5ଟି ଦେଶ ମେ 2 ପରେ ଯଦି ...

ୟୁକ୍ରେନର ନୂତନ ନେତାଙ୍କ ସହ ସମ୍ପର୍କ ସୁଧୁରିବାର ଆଶା ରହିଛି କହିଲେ ରୁଷ ପ୍ରଧାନମ...

  ରୁଷ ପ୍ରଧାନମନ୍ତ୍ରୀ  ଦିମିତ୍ରି ମେଦଭେଦେଭ ସୋମବାର ଦିନ କହିଛନ୍ତି  ଯେ ରାଷ୍ଟ୍ରପତି ଭାବେ ନବ ନିର୍ବାଚିତ ଭୋଲୋଡିମିର ଜେଲେନସ୍କିଙ୍କ  ନେତୃତ୍ଵରେ ୟୁକ୍ରେନ ସହ ସମ୍ପର୍କ ସୁଧୁରିବାର ଆଶା ରହିଛି | ଜେଲେନସ୍କି, ରବିବାର ଦିନ ବିପୁଳ...