ଫିଲିପାଇନ୍ସ ଭୂମିକମ୍ପରେ 11 ମୃତ, 100ରୁ ଅଧିକ ଆହତ...

  ଫିଲିପାଇନ୍ସର ଉତ୍ତରାଞ୍ଚଳରେ ଗତକାଲି 6.1 ତୀବ୍ରତା ବିଶିଷ୍ଟ ଭୂମିକମ୍ପରେ ଅନ୍ୟୁନ 11ଜଣ ପ୍ରାଣ ହରେଇଥିବା ବେଳେ  100ରୁ ଅଧିକ ଜଣ ଆହତ ହୋଇଛନ୍ତି | ରାଜଧାନୀ ମାନିଲା ର 60 କିଲୋମିଟର ଦୂରବର୍ତ୍ତୀ ଉତ୍ତର ପଶ୍ଚିମ ଦିଗରେ ଏହି ଭୂମି...

କ୍ରମାଗତ ବୋମା ବିସ୍ଫୋରଣରେ ଶ୍ରୀଲଙ୍କାର ଶାନ୍ତି ଭଙ୍ଗ...

ଶ୍ରୀଲଙ୍କାରେ ଇଷ୍ଟର ପର୍ବ ସମୟରେ ସକାଳେ ଏକ ଚର୍ଚ୍ଚରେ ଯାହା କିଛି ବି ହେଲା ସେନେଇ ପୁରା ଦୁନିଆ ଅବଗତ ଏବଂ ସ୍ତମ୍ବିତ |  ସକାଳେ ଶ୍ରୀଲଙ୍କା କ୍ରମାଗତ ବୋମା ବିସ୍ଫୋରଣର ମୁକସାଖୀ ହେଲା | ଏହାର ଆରମ୍ଭ କଲମ୍ବୋର ଏକ ଚର୍ଚ୍ଚରେ ବୋମା ବିସ୍ଫୋ...

ଲୋକ ସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ପ୍ରଚାର କାର୍ଯ୍ୟ ଶେଷ ହୋଇଛି...

ଲୋକ ସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ପ୍ରଚାର କାର୍ଯ୍ୟ ଗତକାଲି ସଂଧ୍ୟାରେ ଶେଷ ହୋଇଛି । ଏହି ପର୍ଯ୍ୟାୟରେ 13ଟି ରାଜ୍ୟ ଏବଂ 2ଟି କେନ୍ଦ୍ର ଶାସିତ ଅଞ୍ଚଳର 116ଟି ଆସନ ପାଇଁ ଭୋଟ ନିଆଯିବ । ଗୁଜରାଟରେ ଏହି ପର୍ଯ୍ୟାୟରେ 26ଟି ଆସନ ପାଇଁ ଭୋ...

ଶ୍ରୀଲଙ୍କା ରାଷ୍ଟ୍ରପତି ସିରିସେନା କ୍ରମାଗତ ବୋମା ବିସ୍ଫୋରଣର ତଦନ୍ତ ପାଇଁ ସ୍ବତନ୍...

  ଶ୍ରୀଲଙ୍କା ରାଷ୍ଟ୍ରପତି ମୈତ୍ରିପାଳ ସିରିସେନା କ୍ରମାଗତ ବୋମା ବିସ୍ଫୋରଣର ତଦନ୍ତ ପାଇଁ  ଅବସରପ୍ରାପ୍ତ ସୁପ୍ରିମ କୋର୍ଟ ବିଚାରପତିଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର କମିଟି ନିଯୁକ୍ତ କରି ଦୁଇ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ...

ଶ୍ରୀଲଙ୍କାରେ ଘଟିଥିବା କ୍ରମାଗତ ବୋମା ବିସ୍ଫୋରଣକୁ ବିଶ୍ବ ନେତାମାନେ ନିନ୍ଦା କରିଛ...

ଶ୍ରୀଲଙ୍କାରେ ଘଟିଥିବା କ୍ରମାଗତ ବୋମା ବିସ୍ଫୋରଣକୁ ବିଶ୍ବ ନେତାମାନେ ନିନ୍ଦା କରିଛନ୍ତି ।  ବିସ୍ଫୋରଣକୁ ଭୟାନକ ସନ୍ତ୍ରାସବାଦି ଆକ୍ରମଣ ବୋଲି ବର୍ଣ୍ଣନା କରି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଶ୍ରୀଲଙ୍କାକୁ ସାହାର୍ଯ୍...

ୟୁକ୍ରେନ ନିର୍ବାଚନରେ ହାସ୍ୟ ଅଭିନେତା ଜେଲେନ୍ସକି ରାଷ୍ଟ୍ରପତି ନିର୍ବାଚନରେ ବିପୁଳ...

  ୟୁକ୍ରେନ ନିର୍ବାଚନରେ ହାସ୍ୟ ଅଭିନେତା ଏବଂ ରାଜନୀତିରେ ନବାଗତ ଭୋଲୋଡିମର ଜେଲେନ୍ସକି ରାଷ୍ଟ୍ରପତି ନିର୍ବାଚନରେ ବିପୁଳ ବିଜୟ ହାସଲ କରିଛନ୍ତି । ଏକଜିଟ ପୋଲ ଅନୁଯାୟୀ ସେ ଶତକଡା 73 ଭାଗ ଭୋଟ ହାସଲ କରିବେ ଯେତେବେଳେକି ତାଙ୍କ ପ୍ରତି...

ଜୁଲଫି ଗୁଇନ୍ଦା କେନ୍ଦ୍ରରେ ସନ୍ତ୍ରାସବାଦି ଆକ୍ରମଣକୁ ସୁରକ୍ଷା କର୍ମୀମାନେ ଭଣ୍ତୁର...

ସାଉଦି ଆରବ ରବିବାର କହିଛି ଯେ ଜୁଲଫି ପ୍ରଦେଶ ସ୍ଥିତ ଗୁଇନ୍ଦା କେନ୍ଦ୍ରରେ ସନ୍ତ୍ରାସବାଦି ଆକ୍ରମଣକୁ ସୁରକ୍ଷା କର୍ମୀମାନେ ସଫଳତାର ସହିତ ଭଣ୍ତୁର କରିଛନ୍ତି । ଏକ ବିବୃତ୍ତିରେ ସାଉଦି ଆରବର ନିରାପତ୍ତା ବିଭାଗ ପକ୍ଷରୁ କୁହାଯାଇଛି ଯେ ସନ୍ତ୍...

ବାଙ୍ଗଲାଦେଶରେ ସମସ୍ତ ସ୍ଥାନୀୟ ଶାସନ ନିର୍ବାଚନ ଗୁଡିକ EVM ମାଧ୍ୟମରେ କରାଯିବ  ...

ବାଙ୍ଗଲାଦେଶରେ ସମସ୍ତ ସ୍ଥାନୀୟ ଶାସନ ନିର୍ବାଚନ ଗୁଡିକ ବର୍ତ୍ତମାନ ଠାରୁ ଇଲେକ୍ଟ୍ରୋନିକ ଭୋଟିଙ୍ଗ ମେସିନ (EVM) ମାଧ୍ୟମରେ କରାଯିବ | ବାଙ୍ଗଲାଦେଶ ନିର୍ବାଚନ କମିଶନଙ୍କ ଶଚିବ ହେଲାଲୁଦ୍ଦିନ ଅହମଦ ଏ ସଙ୍କ୍ରାନ୍ତରେ ସୂଚନା ଦେଇ କହିଛନ୍ତି ଉ...

ସାଉଦି ଆରବ ଏବଂ ସଂଯୁକ୍ତ ଆରବ ଏମିରେଟସ ସୁଦାନ ପାଇଁ 3 ବିଲିୟନ ଡଲାର ଆର୍ଥିକ ସହାୟ...

ସାଉଦି ଆରବ ଏବଂ ସଂଯୁକ୍ତ ଆରବ ଏମିରେଟସ ସୁଦାନ ପାଇଁ 3 ବିଲିୟନ ଡଲାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି | ଦୀର୍ଘ ସମୟର ଶାସକ ଓମର ଅଲ-ବଶିର ଗାଦିଚ୍ୟୁତ ହେବାପରେ ଲୋକମାନଙ୍କ ସହାୟତା ନିମନ୍ତେ ଉଭୟ ଦେଶ ଏହି ଆର୍ଥିକ ସହାୟତା ଘୋଷଣା କରିଛନ୍...