ଶ୍ରୀଲଙ୍କା : ତିନି ଜଣ  ନୂଆ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି...

ଶ୍ରୀଲଙ୍କାରେ ଏକ ସ୍ଥିର  ସରକାର ଗଠନ ନେଇ ସନ୍ଦେହ ଉପୁଜୁଥିବା ସମୟରେ ଗତକଲି ତିନି ଜଣ ନୂଆ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି |  ନବ ନିର୍ବାଚିତ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷ ଙ୍କ ଭାଇ  ତଥା ପୂର୍ବତନ ବାଚସ୍ପତି ଚାମଲ ରାଜପକ୍ଷଙ୍କ ସମେ...