ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ ଆଉ ଚାରି ଦିନ ବାକି ଥିବାବେଳେ ପ୍ର...

ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ ଆଉ ଚାରି ଦିନ ବାକି ଥିବାବେଳେ ପ୍ରଚାର କାର୍ଯ୍ୟ ସରଗରମ ହୋଇପଡିଛି ଏହି ପର୍ଯ୍ୟାୟ ପାଇଁ ପ୍ରଚାର କାର୍ଯ୍ୟ ମଙ୍ଗଳବାର ଦିନ ଶେଷ ହେବ | 20ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର 91ଟି ଆସନ ପ...

ସନ୍ତ୍ରାସବାଦ ପାଣ୍ଠି ମାମଲାରେ ମୀରୱାଜ ଉମର ଆଜି ଏନଆଇଏ ନିକଟରେ ହାଜର ହେବେ...

ସନ୍ତ୍ରାସବାଦ ପାଣ୍ଠି ମାମଲାରେ ବିଚ୍ଛିନ୍ନତାବାଦି ନେତା ମୀରୱାଜ ଉମର ଆଜି ନୂଆଦିଲ୍ଲୀରେ ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ ନିକଟରେ ହାଜର ହେବେ | ଫେବୃୟାରୀ 26 ତାରିଖରେ ଏନଆଇଏ ଉମରଙ୍କ ସମେତ ବିଭିନ୍ନ ବିଚ୍ଛିନ୍ନତାବାଦି ନେତାଙ୍କ ଘର ଏବଂ...

ଅରୁଣ ଜେଟଲି ବିଜେପିର ନିର୍ବାଚନ ପ୍ରଚାର ଥିମ ଆରମ୍ଭ କରିଛନ୍ତି...

ବିଜେପିର ବରିଷ୍ଠ ନେତା ଏବଂ ଅର୍ଥମନ୍ତ୍ରୀ ଅରୁଣ ଜେଟଲି ପାର୍ଟିର ମୁଖ୍ୟ ସ୍ଲୋଗାନ ଫିର ଏକବାର ମୋଦି ସରକାର ସହିତ ପାର୍ଟିର ନିର୍ବାଚନୀ ଥିମସବୁ ଶୁଭାରମ୍ଭ କରିଛନ୍ତି|  ଏହି ଅବସରରେ ଜେଟଲି କହିଛନ୍ତି ପାର୍ଟିର ପ୍ରଥମ ଥିମ ହେବ କାମ କରନେବାଲ...

ଏନଡିଏ ସରକାର 2014ରେ ଦେଇଥିବା ପ୍ରତିଶ୍ରୁତିକୁ ପୂରଣ କରିନଥିବା କହି କଂଗ୍ରେସ ସମା...

ଏନଡିଏ ସରକାର 2014 ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତିକୁ ପୂରଣ କରିନାହିଁ ବୋଲି କହି କଂଗ୍ରେସର ବରିଷ୍ଠ ନେତା ଆନନ୍ଦ ଶର୍ମା ଗତକାଲି ସରକାରଙ୍କୁ  ସମାଲୋଚନା କରିଛନ୍ତି | ଶ୍ରୀ ଶର୍ମା କହିଛନ୍ତି ତାଙ୍କ ପାର୍ଟିର ଲକ୍ଷ୍ୟ ହେଉଛି ଯୁବ,...

ଚୀନ ନୌବାହିନୀର 70ତମ ବାର୍ଷିକ ଉତ୍ସବରେ ଦୁଇଟି ଭାରତୀୟ ନୌବାହିନୀ ଜାହାଜ ଭାଗ ନେବ...

ଚଳିତ ମାସରେ ହେବାକୁ ଥିବା ଚୀନ ନୌବାହିନୀର 70ତମ ବାର୍ଷିକ ଉତ୍ସବରେ ଦୁଇଟି ଭାରତୀୟ ନୌବାହିନୀ ଜାହାଜ ଆଇ.ଏନ.ଏସ କୋଲକାତା ଏବଂ ଶକ୍ତି ଭାଗ ନେବ | ବେଜିଙ୍ଗସ୍ଥିତ ଭାରତୀୟ ଦୂତାବାସ ରବିବାର ଦିନ ଏକ ପ୍ରେସ ଇସ୍ତାହାରରେ କହିଛି ଯେ ଦୁଇଟି ଭା...

ସଂଗଠିତ  କ୍ଷେତ୍ରରେ 17 ମାସ ମଧ୍ୟରେ ସର୍ବାଧିକ ନିଯୁକ୍ତି ସୃଷ୍ଟି ହୋଇଛି : ଇପିଏଫ...

କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫଓ) ପ୍ରକାଶ କରିଥିବା  ସବିଶେଷ ଇସ୍ତାହାର ର ବେତନ ତଥ୍ୟ ରୁ ଜଣାପଡିଛି ଯେ ସଂଗଠିତ କ୍ଷେତ୍ରରେ 17 ମାସ ମଧ୍ୟରେ ସର୍ବାଧିକ ନିଯୁକ୍ତି ସୃଷ୍ଟି ହୋଇଛି | 2019 ଜାନୁଆରୀ ରେ ସବୁଠୁ ଅଧିକ 8.96 ଲକ...

ଦେଶ ରେ  ଚଳିତ ଆର୍ଥିକ ବର୍ଷ ପାଇଁ  ଧାର୍ଯ୍ୟ ଲକ୍ଷ ରୁ 5,000 କୋଟି ଟଙ୍କା  ଅଧିକ ...

ଦେଶରେ  ଚଳିତ ଆର୍ଥିକ ବର୍ଷ ପାଇଁ  ଧାର୍ଯ୍ୟ ଲକ୍ଷ ରୁ 5,000 କୋଟି ଟଙ୍କା  ଅଧିକ ପୁଞ୍ଜି ବିନିବେଶ  ହୋଇଛି | ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଟୁଇଟ କରି କହିଛନ୍ତି ଯେ ଚଳିତ ବର୍ଷ ପାଇଁ ଅଶି ହଜାର କୋଟି ଟଙ୍କା  ପୁଞ୍ଜି ବିନିବେଶ ଲାଗି ଲକ୍ଷ ଧ...

ଚୀନ ର ଏକ ରସାୟନ କାରଖାନା ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା 64 କୁ ବୃଦ୍ଧି  ପାଇଛି...

ଚୀନ ର ଏକ ରସାୟନ କାରଖାନାରେ ଘଟିଥିବା ଏକ ଶକ୍ତିଶାଳୀ  ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା 64 କୁ ବୃଦ୍ଧି ପାଇଛି | ଏହି ବିସ୍ଫୋରଣରେ 600 ରୁ ଅଧିକ ଜଣ ଆହତ ହୋଇଛନ୍ତି | ଜିଆଙ୍ଗସୁ ପ୍ରଦେଶ ର ରସାୟନ ଉଦ୍ୟୋଗିକ ପାର୍କ ର ଏକ ସାର କାରଖାନା ରେ ଅଗ...

ଘାନା ରେ ଏକ ମର୍ମନ୍ତୁଦ ବସ ଦୁର୍ଘଟଣା ରେ 60 ଜଣ ମୃତ...

ଘାନା ରେ  ଦୁଇଟି ବସ ଦୁର୍ଘଟଣା ରେ 60 ଜଣ ମୃତ୍ୟୁ ବରଣ କରିଛନ୍ତି | 50 ରୁ ଅଧିକ ଜଣ ଯାତ୍ରୀ ଙ୍କୁ ନେଇ ଏହି ଦୁଇ ବସ ଯାତ୍ରା କରୁଥିଲା ବୋଲି ପୋଲିସ ଜଣାଇଛି | ନବ ଗଠିତ ବୋନୋ ପୂର୍ବ ଅଞ୍ଚଳର ଆମପୋମା ସହରରେ ଗତକାଲି ବଢି ଭୋର ରେ ଏହି ମର୍ମ...

ପାକିସ୍ତାନ ଚୀନ ଠାରୁ 2 ବିଲିୟନ ରୁ ଅଧିକ ଆମେରିକୀୟ ଡଲାର ଅର୍ଥ ଋଣ ଗ୍ରହଣ କରିବ...

ଅର୍ଥାଭାବ ରେ ଗତି କରୁଥିବା  ପାକିସ୍ତାନ ସୋମବାର ସୁଦ୍ଧା ଚୀନ ଠାରୁ 2 ବିଲିୟନ ରୁ ଅଧିକ ଆମେରିକୀୟ ଡଲାର ଅର୍ଥ ଋଣ   ଗ୍ରହଣ କରିବ | ଦେଶ ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଥିବା ସମୟରେ ଏହି  ଋଣ ଦେଶର ଅର୍ଥବ୍ୟବସ୍ଥା ସୁଧୁରିବାରେ ସହାୟକ...