ଇସ୍ରାଏଲ ସହ ସମ୍ପର୍କକୁ ସ୍ୱାଭାବିକ କରିବା ପାଇଁ ଏକ ଚୁକ୍ତିନାମା ସ୍ଵାକ୍ଷର  କରିଛ...

ଗତକାଲି ସୁଦାନ କହିଛି ଯେ ଆମେରିକା ସହିତ ଏହା ଏକ ଚୁକ୍ତିନାମା ସ୍ୱାକ୍ଷର କରିଛି ଯାହା ଇସ୍ରାଏଲ ସହିତ ସମ୍ପର୍କକୁ ସ୍ୱାଭାବିକ କରିବା  ଲାଗି  ଋଣ ଗ୍ରସ୍ତ  ଆଫ୍ରିକୀୟ ରାଷ୍ଟ୍ର ପାଇଁ ବାଟ ବାହାର କରିବ  | ଏହି  ରାଜିନାମା ଯୋଗୁଁ ବିଶ୍ଵବ୍ୟା...

ଉଇକିଲିକ୍ସ ପ୍ରତିଷ୍ଠାତା ଜୁଲିଆନ୍   ଆସେଞ୍ଜଙ୍କ   ପ୍ରତ୍ୟର୍ପଣ ଜାମିନ ନାମଞ୍ଜୁର ...

 ଜୁଲିଆନ ଆସେଞ୍ଜ ଆମେରିକା କୁ  ପ୍ରତ୍ୟର୍ପଣ ମାମଲା  ବିରୋଧରେ ସଂଗ୍ରାମ ଜାରି ରଖିଛନ୍ତି | ଅନ୍ୟ ପକ୍ଷରେ  ସେ  ଜେଲରେ ହିଁ  ରହିବେ ବୋଲି ଜିଲ୍ଲା ଜଜ୍ ଭେନେସା ବାରାଏଟର ରାୟ ଦେଇଛନ୍ତି ଏବଂ  ସେ ପଳାୟନ କରିବାର  ଯଥେଷ୍ଟ କାରଣ ରହିଛି ବୋଲି...

ହଙ୍ଗକଙ୍ଗର ବିକ୍ଷୋଭକାରୀଙ୍କ ବିରୁଦ୍ଧରେ ଚୀନର ଅଭିଯାନ...

ଚୀନ୍‌ର ନୂତନ ଜାତୀୟ ସୁରକ୍ଷା ଆଇନ ଲଙ୍ଘନ  କରିଥିବା ଅଭିଯୋଗରେ ହଙ୍ଗକଙ୍ଗ  ପୋଲିସ ପ୍ରାୟ 50 ଜଣ ଗଣତନ୍ତ୍ର ସମର୍ଥକଙ୍କୁ ଗିରଫ କରିଛି । ଏହି  ଗଣତନ୍ତ୍ର ସମର୍ଥକ କାର୍ଯ୍ୟକର୍ତ୍ତା ମାନେ ଗତ ବର୍ଷ ଏକ  ଅଣାନୁଷ୍ଠାନିକ  ପ୍ରାଥମିକ ନିର୍ବାଚନ...

ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କ ସହ ଟେଲିଫୋନ୍ ବାର୍ତ୍ତାଳାପ କରିଛନ୍ତି...

ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କ ସହ ଟେଲିଫୋନ୍ରେ ବାର୍ତ୍ତାଳାପ କରିଥିଲେ। ଆଗାମୀ ଗଣତନ୍ତ୍ର ଦିବସ ପାଳନ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଭାରତ ତାଙ୍କୁ ଆମନ୍ତ୍ରଣ କରିଥିବାରୁ ପ୍ରଧାନମନ୍...

ଆସନ୍ତା ସପ୍ତାହରେ ଦେଶବ୍ୟାପୀ କୋଭିଡ-19 ଟୀକାକରଣ ପାଇଁ ସରକାର ପ୍ରସ୍ତୁତ ହେଉଛନ୍ତ...

ସରକାର କହିଛନ୍ତି, ଶୁଖିଲା ଚାଲାଣର ମତାମତକୁ ଆଧାର କରି ସରକାର ଜରୁରୀକାଳୀନ ବ୍ୟବହାର ଅନୁମତି ପ୍ରାପ୍ତ ଦିନଠାରୁ 10 ଦିନ ମଧ୍ୟରେ କୋଭିଡ-19 ଟିକା ଆଣିବାକୁ ପ୍ରସ୍ତୁତ ଅଛନ୍ତି। ଦେଶରେ ସୀମିତ ବ୍ୟବହାର ପାଇଁ ଦୁଇଟି ଟିକା ଅନୁମୋଦନ ପାଇଁ ଡି...

ଦେଶର କୋଭିଡ-19 ଆରୋଗ୍ୟ ହାର 96.36 pct କୁ ବୃଦ୍ଧି ପାଇଛି ...

ଦେଶର କୋଭିଡ-19 ଆରୋଗ୍ୟ ହାର 96.36 ପ୍ରତିଶତକୁ ବୃଦ୍ଧି ପାଇଛି | ଗତ 24 ଘଣ୍ଟା ମଧ୍ୟରେ ସମୁଦାୟ 21 ହଜାର 314 କୋଭିଡ ରୋଗୀ ସୁସ୍ଥ ହୋଇଥିଲେ। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ମୋଟ ଆରୋଗ୍ୟ ସଂଖ୍ୟା 99 ଲକ୍ଷ 97 ହଜାର 272 କୁ ବୃଦ୍ଧି ପାଇ...

ବିଶ୍ୱ ସ୍ତରରେ ଭାରତର ବୃଦ୍ଧିକୁ ସମର୍ଥନ କରିବା ପାଇଁ ଆମେରିକା ମିଳିତ ପ୍ରୟାସ କରୁ...

ଭାରତରେ ଆମେରିକାର ରାଷ୍ଟ୍ରଦୂତ କେନ୍ ଜଷ୍ଟର କହିଛନ୍ତି ଯେ ନୂଆଦିଲ୍ଲୀ ସହିତ ଦ୍ୱିପାକ୍ଷିକ ସମ୍ପର୍କ ବଢାଇବା ପାଇଁ ୱାଶିଂଟନ୍ ପ୍ରତିବଦ୍ଧ। ମଙ୍ଗଳବାର ଦିନ ନୂଆଦିଲ୍ଲୀରେ ତାଙ୍କର ବିଦାୟ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କହିଛନ୍ତି ଯେ ବିଶ୍ୱ ସ...

ଆଲେକ୍ସଜାଣ୍ଡାର୍ ଏଲିସ୍ ଭାରତର ନୂତନ ବ୍ରିଟିଶ୍ ହାଇ କମିଶନର ଭାବରେ ନିଯୁକ୍ତ...

ସାର୍ ଫିଲିପ୍ ବାର୍ଟନ୍ଙ୍କ ଉତ୍ତରାଧିକାରୀ ଭାବରେ ଆଲେକ୍ସଜାଣ୍ଡାର୍ ଏଲିସ୍ଙ୍କୁ ଭାରତର ନୂତନ ବ୍ରିଟିଶ୍ ହାଇ କମିଶନର୍ ଭାବରେ ନିଯୁକ୍ତ କରାଯାଇଛି। ଶ୍ରୀ ଏଲିସ୍ ଏହି ମାସରେ ତାଙ୍କର ନିଯୁକ୍ତି ଗ୍ରହଣ କରିବେ।ସେ ବ୍ରିଟେନରେ ଡେପୁଟି ନ୍ୟାସନା...

ଢାକାରେ ଅନୁଷ୍ଠିତ ଭାରତ ଅନୁଦାନ ପ୍ରାପ୍ତ ପ୍ରକଳ୍ପଗୁଡିକ ପାଇଁ ଉଚ୍ଚ ସ୍ତରୀୟ ପ୍ରକ...

ଇଣ୍ଡିଆନ୍ ଲାଇନ୍ ଅଫ୍ କ୍ରେଡିଟ୍ (LOC) ଦ୍ୱାରା ଅନୁଦାନ ପ୍ରାପ୍ତ ପ୍ରକଳ୍ପର ଅଗ୍ରଗତିର ସମୀକ୍ଷା ପାଇଁ ଉଚ୍ଚ ସ୍ତରୀୟ ପ୍ରକଳ୍ପ ମନିଟରିଂ କମିଟିର ପ୍ରଥମ ବୈଠକ ଏହି ପ୍ରକଳ୍ପର କାର୍ଯ୍ୟକାରିତାକୁ ତ୍ୱରାନ୍ୱିତ କରିବା ପାଇଁ ଟେଣ୍ଡର ପ୍ରକ୍ରିୟ...

ୱୁହାନରେ ପ୍ରବେଶ କରିବାକୁ କରୋନାଭାଇରସ୍ ବିଶେଷଜ୍ଞମାନଙ୍କୁ ଅନୁମତି ନ ଦେଇ   ଚୀନ୍...

କୋଭିଡ -19 ର ଉତ୍ପତ୍ତି ଯାଞ୍ଚ ପାଇଁ ଚୂନ ଅନ୍ତର୍ଜାତୀୟ ବିଶେଷଜ୍ଞଙ୍କୁ ୱୁହାନ ପରିଦର୍ଶନ କରିବାକୁ ଅନୁମତି ଦେଇ ନ ଥିବାରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କ୍ଷୁବ୍ଧ ହୋଇଛି। WHO ମୁଖ୍ୟ ଟେଡ୍ରୋସ୍ ଆଡାନୋମ୍ ଗେବ୍ରେଏସସ୍ କହିଛନ୍ତି ଯେ କୋଭିଡ-19...