ସନଥ ଜୟସୂରୀୟା ଙ୍କୁ ଦୁଇ ବର୍ଷ ଲାଗି କ୍ରିକେଟ ଖେଳରୁ ନିଷିଦ୍ଧ କରାଯାଇଛି...

ଶ୍ରୀଲଙ୍କା ର ପୂର୍ବତନ କ୍ୟାପଟେନ ସନଥ ଜୟସୂରୀୟା ଙ୍କୁ ଦୁଇ ବର୍ଷ ଲାଗି କ୍ରିକେଟ ଖେଳ ରୁ  ନିଷିଦ୍ଧ କରାଯାଇଛି | ମଙ୍ଗଳବାର ଦିନ ଏକ ବିବୃତ୍ତିରେ ଆଇସିସି କହିଛି ଯେ ଆଇସିସି ଦୁର୍ନୀତି ବିରୋଧୀ ଆଇନ ଲଙ୍ଘନ କରିଥିବା ବିଷୟ ଜୟସୂରୀୟା ସ୍ଵୀକ...

ହଙ୍ଗେରୀର ଭେରୋନିକା ମେଜର ଆଇଏସଏସଏଫ ବିଶ୍ଵ କପ ସ୍ଵର୍ଣ୍ଣ ପଦକ ବିଜୟୀ...

ନୂଆଦିଲ୍ଲୀ ରେ ମଙ୍ଗଳବାର ଦିନ ଖେଳାଯାଇଥିବା ଆଇଏସଏସଏଫ ବିଶ୍ଵ କପ ବନ୍ଧୁକ ଚାଳନା ପ୍ରତିଯୋଗୀତା ରେ ହଙ୍ଗେରୀ ର ଭେରୋନିକା ମେଜର ସ୍ଵର୍ଣ୍ଣ ପଦକ ବିଜୟୀ ହୋଇଛନ୍ତି | ସେ 10 ମିଟର ଏଆର ପିସ୍ତଲ ଇଭେଣ୍ଟ ରେ 245.1 ପଏଣ୍ଟ ସହ ଏହି ପଦକ ଲାଭ କର...

ଦେଶ ସୁରକ୍ଷିତ ହାତରେ ରହିଛି କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଦେଶ ସୁରକ୍ଷିତ ହାତରେ ରହିଛି ବୋଲି ଦେଶବାସୀ ଙ୍କୁ ଆଶ୍ଵାସନା ଦେଇଛନ୍ତି | ଦେଶ ଠାରୁ ବଳି ଅନ୍ୟ କିଛି ହେଲେ ଗୁରୁତ୍ୱପୂର୍ଣ୍ଣ ନୁହେଁ ବୋଲି ସେ କହିଛନ୍ତି | ରାଜସ୍ଥାନ ର ଚୁରୁ ରେ ମଙ୍ଗଳବାର ଅପରାହ୍ନ ରେ ...

ଭାରତୀୟ ବିମାନ ବାହିନୀ ଦ୍ଵାରା ଆକାଶ ମାର୍ଗରୁ ବୋମା ମାଡ ପରିପ୍ରେକ୍ଷୀରେ ବିରୋଧୀ...

ବୈଦେଶିକ ମନ୍ତ୍ରୀ ସୁଷମା ସ୍ଵରାଜ ମଙ୍ଗଳବାର ଦିନ ଜେସ-ଇ-ମହମ୍ମଦ ସନ୍ତ୍ରାସବାଦୀ ଶିବିର ଉପରେ ଭାରତୀୟ ବିମାନ ବାହିନୀ ଦ୍ଵାରା ଆକାଶ ମାର୍ଗରୁ ବୋମା ମାଡ  ପରିପ୍ରେକ୍ଷୀରେ ବିରୋଧୀ ଦଳର ନେତା ମାନଙ୍କୁ ଅବଗତ କରିଛନ୍ତି | ନୂଆଦିଲ୍ଲୀ ରେ ଡକା...

ସୁଷମା ସ୍ଵରାଜ ଚୀନ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟୀ ଙ୍କ ସହ ବୈଠକ ସମୟ ରେ ପୁଲୱାମା ସ...

ଉଝେନ ଠାରେ ଆଜି ସକାଳେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ଵରାଜ ଚୀନ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟୀ ଙ୍କ ସହ  ଦ୍ଵିପକ୍ଷୀୟ ବୈଠକ ସମୟ ରେ ଜାମ୍ମୁ ଓ କାଶ୍ମୀର ରେ ପୁଲୱାମା ସନ୍ତ୍ରାସବାଦୀ ଆକ୍ରମଣ ବିଷୟ ଉତଥାପନ କରିଛନ୍ତି | ରୁଷ, ଭାରତ, ଚୀନ (ଆରଆ...

ଜାମ୍ମୁ ଓ କାଶ୍ମୀରରେ ନିୟନ୍ତ୍ରଣ ସୀମା ରେଖା ସଂଲଗ୍ନ ପାକିସ୍ତାନର ପାଞ୍ଚୋଟି ଆଗୁଆ...

ଗତ ରାତିରେ ଜାମ୍ମୁ ଡିଭିଜନର ରାଜୌରୀ ଓ ପୁଞ୍ଛ ଜିଲ୍ଲାରେ ସୀମା ପାରିରୁ ଗୁଳି ଚାଳନା ଘଟଣାର ଠିକଣା ଜବାବ  ଦେଇ ଭାରତୀୟ ସେନା ବାହିନୀ ପାକିସ୍ତାନର ପାଞ୍ଚୋଟି ଆଗୁଆ ଘାଟି କୁ ଧ୍ଵଂସ କରିଦେଇଛି | ଜଣେ ପ୍ରତିରକ୍ଷା ମୁଖପାତ୍ର କହିଛନ୍ତି ଯେ ...

ପୁଲୱାମା ସନ୍ତ୍ରାସବାଦୀ ଆକ୍ରମଣ ପରେ ପାକିସ୍ତାନ ଉପରେ ଭାରତର ଆଭିମୁଖ୍ୟ ପ୍ରତି ସମ...

ପୁଲୱାମା ସନ୍ତ୍ରାସବାଦୀ ଆକ୍ରମଣ ପରେ ପାକିସ୍ତାନକୁ କୂଟନୈତିକ ସ୍ତରରେ ଏକ ଘରିକିଆ କରିବା ଲାଗି  ଭାରତର ଆଭିମୁଖ୍ୟ ପ୍ରତି ଆମେରିକାର ଜଣେ କ୍ଷମତାପନ୍ନ ସାଂସଦ ସମର୍ଥନ ଜଣାଇଛନ୍ତି | ରିପବ୍ଲିକାନ ସାଂସଦ ରିକ  ପେରି କହିଛନ୍ତି ଯେ ଏହି ନୃଶଂ...

ପାକିସ୍ତାନ ପୁଣିଥରେ ସ୍ଵରୂପରେ...

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ପୁଣିଥରେ ନିଜର ଅସଲି ରୂପ  ପ୍ରମାଣ କରିଛନ୍ତି | ପାକିସ୍ତାନ ପ୍ରଧାନମନ୍ତ୍ରୀ ଭାରତରେ ବସବାସ କରୁଥିବା ସଂଖ୍ୟାଲଘୁ ମାନଙ୍କ ରହଣି ଶୈଳୀ ଉପରେ ମନ୍ତବ୍ୟ ଦେଇଛନ୍ତି | ଏପରି ନିରର୍ଥକ ଅଭିଯୋଗ ପ୍ରତ୍ଯେ...