ଭାରତ ନବୀକରଣ ଯୋଗ୍ୟ ଶକ୍ତିର ଚତୁର୍ଥ ବୃହତ୍ତମ ଉତ୍ପାଦକ ଭାବେ ଉଭା ହୋଇଛି: ପ୍ରଧାନ...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଭାରତର ନବୀକରଣଯୋଗ୍ୟ ଶକ୍ତି କ୍ଷମତା ବିଶ୍ୱର ଚତୁର୍ଥ ବୃହତ୍ତମ ଏବଂ ଏହା ସମସ୍ତ ପ୍ରମୁଖ ଦେଶ ମଧ୍ୟରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ସେ କହିଛନ୍ତି, ଭାରତରେ ନବୀକରଣ ଯୋଗ୍ୟ ଶକ୍ତି କ୍ଷମତା ବ...

30 ନଭେମ୍ବରରେ ଭାରତ ଦ୍ବାରା ଆୟୋଜିତ 19 ତମ SCO ହେଡ୍ ଅଫ୍ ଗଭର୍ଣ୍ଣମେଣ୍ଟ ବୈଠକରେ...

ଚୀନ୍ ଗତକାଲି ଘୋଷଣା କରିଛି ଯେ ପ୍ରିମିୟର ଲି କେକିଆଙ୍ଗ ସାଂଘାଇ ସହଯୋଗ ସଂଗଠନ (SCO) ସଦସ୍ୟ ରାଷ୍ଟ୍ରଗୁଡିକର ସରକାରୀ ପରିଷଦର 19 ତମ ବୈଠକରେ ଯୋଗଦେବେ । ନଭେମ୍ବର 30 ରେ ଏହା ଭାରତର ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ । 2017 ରେ SCO ରେ ଯୋଗ...

ଆଜିଠାରୁ ଦୁଇ ଦିନିଆ କଲମ୍ବୋ ଗସ୍ତରେ ଜାତୀୟ ସୁରକ୍ଷା ପରାମର୍ଶଦାତାଅଜିତ ଡୋଭାଲ...

ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଆଜିଠାରୁ ଦୁଇ ଦିନିଆ କଲମ୍ବୋ ଗସ୍ତରେ ଆସି ତ୍ରିପାକ୍ଷିକ ସାମୁଦ୍ରିକ ସୁରକ୍ଷା ସହଯୋଗ ଉପରେ ଚତୁର୍ଥ NSA ସ୍ତରୀୟ ବୈଠକରେ ଅଂଶଗ୍ରହଣ କରିବେ । ଏହି ବୈଠକରେ ଶ୍ରୀଲଙ୍କାର ପ୍ରତିରକ୍ଷା ସଚିବ ମେଜର ...

ବୈଦେଶିକ ସଚିବ ଶ୍ରୀଙ୍ଗଲା ନେପାଳ ନେତୃତ୍ୱଙ୍କୁ ଭେଟି ନେପାଳ-ଭାରତ ଦ୍ୱିପାକ୍ଷିକ ସ...

ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା ତାଙ୍କ ନେପାଳର ପ୍ରତିପକ୍ଷ ଭାରତ ପୌଡିଆଲଙ୍କୁ ଭେଟି ନେପାଳ-ଭାରତ ଦ୍ୱିପାକ୍ଷିକ ସମ୍ପର୍କର ବିଭିନ୍ନ ଦିଗ ଉପରେ ଆଲୋଚନା କରିଛନ୍ତି । ସେମାନଙ୍କ ବୈଠକରେ ଦୁଇ ବୈଦେଶିକ ସଚିବ ଦୁଇ ଦେଶ ମଧ୍ୟରେ ଦ୍ୱିପ...

ତିନି ଦେଶ ଗସ୍ତର ଶେଷ ପର୍ଯ୍ୟାୟରେ ଆଜି ସେସେଲ୍ସରେ ପହଞ୍ଚିବେବୈଦେଶିକ ବ୍ୟାପାର ମନ...

ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ ଜୟଶଙ୍କର ଦୁଇ ଦିନିଆ ୟୁଏଇ ସରକାରୀ ଗସ୍ତରେ ବୁଧବାର ପ୍ରଥମ ଦିନରେ ସେ ଆବୁଧାବିର କ୍ରାଉନ୍ ପ୍ରିନ୍ସ ଶେଖ ମହମ୍ମଦ ବିନ୍ ଜାଏଦ ଅଲ ନାହାନଙ୍କୁ ଭେଟିଥିଲେ । ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତରଫରୁ ଶୁଭେ...

ଡିସେମ୍ବର 31 ପର୍ଯ୍ୟନ୍ତ ଭାରତ ବାଣିଜ୍ୟିକ ଅନ୍ତର୍ଜାତୀୟ ବିମାନ ଉପରେ ନିଷେଧାଦେଶ ...

ବେସାମରିକ ବିମାନ ଚଳାଚଳର ମହାନିର୍ଦ୍ଦେଶକ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ ପ୍ରତିବନ୍ଧକକୁ ଡିସେମ୍ବର 31 ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ତଥାପି ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ କେସ୍-ଟୁ-କେସ୍...

ଜାତୀୟ COVID-19 ଆରୋଗ୍ୟହାର 93.65% ରେ ପହଞ୍ଚିଲା...

43,082 ନୂତନ COVID-19 ସଂକ୍ରମଣ ସହିତ ଦେଶର ମୋଟ ମାମଲା 93,09,788କୁ ବୃଦ୍ଧି ପାଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ 492 ମୃତ୍ୟୁ ସହିତମୋଟ ମୃତ୍ୟୁ ସଂଖ୍ୟା 1,35,715କୁ ବୃଦ୍ଧି ପାଇଛି । ସମୁଦାୟ ସକ୍ରିୟ ମାମଲା ବର୍ତ୍ତମାନ 4,55...

ମିଥ୍ୟା ଖବର ଓ ଗୁଜବ ପ୍ରଚାର କରୁଥିବା ଅନଲାଇନ୍ ପୋର୍ଟାଲ ବିରୋଧରେ ଆଇନଗତ କାର୍ଯ୍ୟ...

ଗୁଜବ ପ୍ରଚାର କରିବାରେ ତଥା ସମାଜରେ ଅସ୍ଥିରତା ସୃଷ୍ଟି କରିବାରେ ବ୍ୟବହୃତ ଅନଲାଇନ୍ ପୋର୍ଟାଲ୍ ଏବଂ ୱେବସାଇଟ୍ ବିରୁଦ୍ଧରେ ବାଂଲାଦେଶ ସରକାର ଖୁବ୍ ଶୀଘ୍ର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆରମ୍ଭ କରିବେ । ଗତକାଲି ଢାକାରେ ଏକ କାର୍ଯ...

ଆଫଗାନିସ୍ତାନ ରିପୋର୍ଟ ପରେ ଅଷ୍ଟ୍ରେଲିଆରେ 13 ସୈନିକ ବରଖାସ୍ତ...

ଆଫଗାନିସ୍ତାନରେ ବେଆଇନ ହତ୍ୟାକାଣ୍ଡ ସମ୍ପର୍କିତ ଏକ ରିପୋର୍ଟ ଆଧାରରେ ଅଷ୍ଟ୍ରେଲିଆ 13 ଜଣ ସ୍ୱତନ୍ତ୍ର ବାହିନୀ ସୈନିକଙ୍କୁ ଜବାବ ତଲବ କରିଛି । ଅଷ୍ଟ୍ରେଲୀୟ ସେନାର ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ରିକ୍ ବୁର କହିଛନ୍ତି ଯେ ବର୍ତ୍ତମାନ 13 ଜଣ ...

ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ଯେ ନିର୍ବାଚନରେ ବିଡେନଙ୍କ ବିଜୟ ପ୍ରମାଣ...

ଯଦି ନଭେମ୍ବର 3 ରେ ହୋଇଥିବା ରାଷ୍ଟ୍ରପତି ନିର୍ବାଚନରେ ଜୋ ବିଡେନଙ୍କୁ ବିଜେତା ପ୍ରମାଣପତ୍ର ମିଳେ ତେବେ ସେ ହ୍ବାଇଟ ହାଉସ ଛାଡିବେ ବୋଲି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି । ଗତକାଲି ଆମେରିକାର ସୈନ୍ୟ ସଦସ୍ୟଙ୍କ ସହ ଏକ ଧନ୍ୟବାଦ ଭିଡିଓ କନଫରେନ...