ଜାତିସଂଘର ସେକ୍ରେଟାରୀ ଜେନେରାଲ ଗୁଟେରସ୍ “ଭୟଙ୍କର” ବେରୁଟ୍ ବିସ୍ଫ...
ମିଳିତ ଜାତିସଂଘ କହିଛି ଯେ ବେରୁଟର ବନ୍ଦର ଅଞ୍ଚଳରେ ହୋଇଥିବା ଭୟଙ୍କର ବିସ୍ଫୋରଣର ପ୍ରତିକ୍ରିୟାରେ ଏହା ସକ୍ରିୟ ଭାବେ ସାହାଯ୍ୟ କରୁଛି ଏଣେ ସେକ୍ରେଟେରୀ ଜେନେରାଲ ଆଣ୍ଟୋନିଓ ଗୁଟେରସ୍ ପୀଡିତଙ୍କ ପରିବାର ତଥା ଲେବାନବାସୀଙ୍କୁ ଗଭୀର ସମବେଦନ...