2030 ସୁଦ୍ଧା ଇରାକ ତୃତୀୟ ସର୍ବ ବୃହତ୍ତ ତୈଳ ଯୋଗାଣକାରୀ ରାଷ୍ଟ୍ର ହେବ...
2030 ମସିହା ସୁଦ୍ଧା ଇରାକ ଦିନକୁ ପ୍ରାୟ 60 ଲକ୍ଷ ବ୍ୟାରେଲ ଅଶୌଧିତ ତୈଳ ଉତ୍ପାଦନ କରିବ ବୋଲି ଗୁରୁବାର ଦିନ ଆନ୍ତର୍ଜାତୀୟ ଶକ୍ତି ସଂସ୍ଥା କହିଛି । ଏ କ୍ଷେତ୍ରରେ ଇରାକ ବିଶ୍ବର ତୃତୀୟ ବୃହତ୍ତ ତୈଳ ଯୋଗାଣକାରୀ ରାଷ୍ଟ୍ର ହେବ । ଏଥିରେ କୁ...