ବମ୍ବେ ଷ୍ଟକ ବଜାରର ସୂଚକାଙ୍କ 580 ପଏଣ୍ଟ ବୃଦ୍ଧି ପାଇ 35,000 ପଏଣ୍ଟକୁ ଅତିକ୍ରମ...
ବମ୍ବେ ଷ୍ଟକ ବଜାରର ସୂଚକାଙ୍କ ଶୁକ୍ରବାର ଦିନ 580 ପଏଣ୍ଟ ବା ଶତକଡା 1.68 ଭାଗ ବୃଦ୍ଧି ପାଇ 35,000 ପଏଣ୍ଟକୁ ଅତିକ୍ରମ କରିଛି | ଅଶଉଧିତ ତୈଳ ଦର ହ୍ରାସ ଏବଂ ଡଲାର ପିଛା ଟଙ୍କାର ମୂଲ୍ୟ ବୃଦ୍ଧି ଯୋଗୁଁ ଏପରି ହୋଇଥିବାର ଜଣାପଡିଛି | ସେହ...