ଦେଶର ରପ୍ତାନୀ ପରିମାଣ 2018-19 ରେ 331 ବିଲିୟନ ଡଲାର ଟପିଯିବ : ସୁରେଶ ପ୍ରଭୁ ...
ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ ସୁରେଶ ପ୍ରଭୁ କହିଛନ୍ତି 2018-19 ବର୍ଷରେ ଦେଶର ରପ୍ତାନୀ ପରିମାଣ 331 ବିଲିୟନ ଡଲାର ଟପିଯିବ | ଔଷଧପତ୍ର ଉତ୍ପାଦନ କ୍ଷେତ୍ର ସମେତ ବିଭିନ୍ନ ପ୍ରମୁଖ କ୍ଷେତ୍ରରେ ଉନ୍ନତ ଅଭିବୃଦ୍ଧି ଯୋଗୁଁ ଚଳିତ ବର୍ଷ ମାର୍...