ଆଫଗାନିସ୍ଥାନ ସଂକ୍ରାତୀୟ ଆମେରିକାର ସ୍ଵତନ୍ତ୍ର ଦୂତ ଭାରତର ଅଧିକାରୀମାନଙ୍କୁ ସାକ୍...
ଆଫଗାନିସ୍ଥାନର ପୁନଃଗଠନ ପାଇଁ ଆମେରିକାର ସ୍ଵତନ୍ତ୍ର ଦୂତ ଜଲମେୟ ଖାଲିଜାଦ ଭାରତ ଆସି ବେଦେଶିକ ମନ୍ତ୍ରୀ ଏବଂ ରାଷ୍ଟ୍ରୀୟ ନିରାପତ୍ତା ପରାମର୍ଶ ଦାତାଙ୍କୁ ସାକ୍ଷାତ କରିଛନ୍ତି | ନୂଆଦିଲ୍ଲୀ ଆସିବା ପୂର୍ବରୁ ସେ କତ୍ତାର ଏବଂ ପାକିସ୍ତାନ ଗସ୍...