କରୋନା ସଂକ୍ରମଣ ପରଠାରୁ ଆମେରିକାରେ 30 ମିଲିୟନ ଲୋକେ ବେକାରୀ ଭତ୍ତା ପାଇବାକୁ ଆବେ...
କରୋନା ମହାମାରୀ ଯୋଗୁଁ ଆମେରିକାର ଅର୍ଥବ୍ୟବସ୍ଥା 1930 ପରେ ସବୁଠାରୁ ଖରାପ ସ୍ଥିତିରେ ରହିଥିବାବେଳେ ଗତ ସପ୍ତାହରେ 3.8 ମିଲିୟନ ଲୋକେ ବେକାରୀ ଭତ୍ତା ପାଇବାକୁ ଆବେଦନ କରିଛନ୍ତି | ଏହାକୁ ମିଶାଇ ଗତ ଛଅ ସପ୍ତାହ ମଧ୍ୟରେ 30.3 ମିଲିୟନ ଲୋକେ...