ମାଳଦ୍ଵୀପ ରାଷ୍ଟ୍ରପତି ଙ୍କ ଗସ୍ତ ପାରମ୍ପରିକ ବନ୍ଧୁତ୍ଵ ସମ୍ପର୍କର ଉନ୍ନତି ଘଟାଇବ ...

ମାଳଦ୍ଵୀପର ରାଷ୍ଟ୍ରପତି ମହମ୍ମଦ ଇବ୍ରାହିମ ସୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମନ୍ତ୍ରଣ କ୍ରମେ ଚଳିତ ସପ୍ତାହରେ ଭାରତକୁ ତାଙ୍କର ପ୍ରଥମ ସରକାରୀ ଗସ୍ତରେ ଆସିଥିଲେ | ରାଷ୍ଟ୍ରପତି ପଦ ଦାୟିତ୍ଵ ଗ୍ରହଣ କରିବାର ଏକ ମାସ ପରେ ଶ୍ରୀ ସୋ...

ବିଶ୍ବ ଉତ୍ତାପ ବୃଦ୍ଧିର ମୁକାବିଲା କରିବାକୁ ନିୟମାବଳି ପ୍ରସ୍ତୁତ...

ପୋଲାଣ୍ତର କାଟୋୱାଇସ ଠାରେ ନିକଟରେ ସଂପନ୍ନ ହୋଇଥିବା ଜଳବାୟୁ ପରିବର୍ତ୍ତନ ସମ୍ମିଳନୀରେ ଜଳବାୟୁ ପରିବର୍ତ୍ତନ ଉପରେ ଐତିହାସିକ ପ୍ୟାରିସ ରାଜିନାମାକୁ କାର୍ଯ୍ୟକାରୀ କରିବା ପାଇଁ ଶେଷରେ ଏକ ନିୟମାବଳି ସହିତ କିଛି ସୁଫଳ ଦେଖାଦେଇଛି । ଦୀର୍ଘ ...

ନିର୍ବାଚନ ପାଇଁ ବାଙ୍ଗଲାଦେଶ ପ୍ରସ୍ତୁତ...

ରାଜନୈତିକ ମତପାର୍ଥକ୍ୟକୁ ବାଦ ଦେଇ ବାଙ୍ଗଲାଦେଶରେ ସମସ୍ତ ରାଜନୈତିକ ଦଳ ଡିସେମ୍ବର 16 ତାରିଖରେ ଦେଶର ସ୍ଵାଧୀନତା ଦିବସ ପାଳନ କରିବାକୁ ଢାକା ସ୍ଥିତ ଜାତୀୟ ସ୍ମାରକୀରେ ଏକତ୍ରିତ ହୋଇଥିଲେ | କିନ୍ତୁ ସ୍ବାଧିନତାକୁ ବଜାୟ ରଖିବାର ପ୍ରତିଶ୍ରୁ...

ସଂସଦର ଶୀତକାଳୀନ ଅଧିବେଶନର ପ୍ରଥମ ସପ୍ତାହ...

ସଂସଦର ଶୀତକାଳୀନ ଅଧିବେଶନ ଚଳିତ ମାସ 11 ତାରିଖରେ ଆରମ୍ଭ ହୋଇଛି ।  ଅଧିବେଶନ ର ପ୍ରଥମ ଦିନରେ ଭାରତୀୟ ରାଜନୀତି ର ତୁଙ୍ଗ ନେତା ପୂର୍ବତ୍ତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଓ ପୂର୍ବତ୍ତନ ଲୋକସଭା ବାଚସ୍ପତି ସୋମନାଥ ଚାଟ୍ଟାର୍ଜି ଙ୍...

ଆମେରିକା ପାକିସ୍ତାନକୁ ପୁଣି ଲଜ୍ଜିତ କରିଛି...

ପାକିସ୍ତାନ ଏବଂ ଆମେରିକା ମଧ୍ୟରେ ମନୋମାଳିନ୍ୟ ଥିବା ଦ୍ବିପକ୍ଷୀୟ ସମ୍ପର୍କକୁ ଆଉ ଏକ ଶକ୍ତ ଧକ୍କା ଲାଗିଛି ଯେତେବେଳେ ୱାଶିଙ୍ଗଟନ ଇସ୍ଲାମବାଦକୁ ଆମେରିକା ପ୍ରସ୍ତୁତ କରିଥିବା ଧାର୍ମିକ ସ୍ୱାଧୀନତା ଲଙ୍ଘନ କରୁଥିବା ଦେଶ ଗୁଡିକର ତାଲିକାରେ ଅ...

ଭାରତ ମିଆଁମାର ସଂପର୍କ ସୁଦୃଢ ଦିଗରେ ଅଗ୍ରସର...

ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ମିଆଁମାରକୁ ଚାରିଦିନିଆ ଗସ୍ତ ଶେଷ କରିଛନ୍ତି । ମିଆଁମାର ଭାରତର ପଡୋଶୀ ଦେଶ ହୋଇଥିବାରୁ ରାଷ୍ଟ୍ରପତି କୋବିନ୍ଦଙ୍କ ଗସ୍ତର ତାତ୍ପର୍ଯ୍ୟ ରହିଛି । ଏହା ସହିତ ମିଆଁମାର ସହିତ ଦ୍ବିପକ୍ଷୀୟ ସଂପର୍କର ଗୁରୁତ...

ଯୋଗାଯୋଗ ମାଧ୍ୟମରେ ଭାରତ-ଆଇସଲାଣ୍ଡ ର ସମ୍ପର୍କ ବୃଦ୍ଧି...

ଆଇସଲାଣ୍ଡ ର ବୈଦେଶିକ ମନ୍ତ୍ରୀ  ଶ୍ରୀ ଗୁଡଲାଉଗୁର ଥୋର ଥୋର୍ଦାରସନ ଭାରତକୁ  ତାଙ୍କ ପ୍ରଥମ ଗସ୍ତରେ ଆସିଛନ୍ତି | ତାଙ୍କର ଗସ୍ତ କୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି କାରଣ ଭାରତ ଓ ଆଇସଲ୍ୟାଣ୍ଡ ମଧ୍ୟରେ ପରିଶେଷରେ  ସିଧାସଳଖ ଯୋଗାଯୋଗ ସ୍ଥାପ...

ଅଗ୍ନି V କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ...

ଆଣବିକ କ୍ଷମତା ସମ୍ପନ୍ନ ଦୀର୍ଘ ଦୂରଗାମୀ ବାଲିଷ୍ଟିକ କ୍ଷେପଣାସ୍ତ୍ର ଅଗ୍ନି-V (ପାଞ୍ଚ)ର ଓଡିଶା ଉପକୂଳର ଡକ୍ଟର ଅବଦୁଲ କଲାମ ଦ୍ବୀପରୁ ସଫଳ ପରୀକ୍ଷଣ କରାଯିବା ସହ ଏହା ଦେଶର ପ୍ରତିରୋଧ କ୍ଷମତାକୁ ଆହୁରି ଅଧିକ ସୁଦୃଢ କରିପାରିଛି | ସ୍ଵଦେଶ ...

ଜିସିସି ଶିଖର ବୈଠକ ବିଫଳ

ରିୟାଦ ରେ ପ୍ରସ୍ତାବିତ 39 ତମ ଉପସାଗରୀୟ ସହଯୋଗ ପରିଷଦ (ଜିସିସି) ଶିଖର ସମ୍ମିଳନୀରେ  ଯୋଗ ନଦେବାଲାଗି କାତାର ର ଅମିର ନିଷ୍ପତ୍ତି ନେବା ପରେ ଦୀର୍ଘ ଦେଢ ବର୍ଷ ଧରି ଜାରିରହିଥିବା ଅଚଳାବସ୍ଥା ଦୂର କରିବାର ଆଶା ଧୂଳିସାତ ହୋଇଛି | ବୈଦେଶିକ ...

ପାର୍ଲାମେଣ୍ଟର ଶୀତକାଳିନ ଅଧିବେଶନ...

ପାର୍ଲାମେଣ୍ଟର ଶୀତକାଳିନ ଅଧିବେଶନ ଆସନ୍ତା କାଲି ଠାରୁ ଆରମ୍ଭ ହେଉଛି |  ପ୍ରାୟ ମାସ ବ୍ୟାପି ଚାଲିବାକୁ ଥିବା ଏହି ଅଧିବେଶନରେ 20ଟି କାର୍ଯ୍ୟ ଦିବସ ରହିବ | ଅଧିବେଶନ କାଳରେ ଆଠଟି ଗୁରୁତ୍ବପୂର୍ଣ୍ଣ ବିଲ ରାଜ୍ଯ ସଭାରେ ଏବଂ 15ଟି ବିଲ ଲୋକସ...