ଭାରତରୁ ସ୍ଵତନ୍ତ୍ର ବିମାନ ଯୋଗେ  ନିଜ ନାଗରିକମାନଙ୍କୁ ସ୍ଵଦେଶ ଆଣିବ ବାଙ୍ଗଲାଦେଶ...

ଭାରତରେ ଅଟକ ଥିବା ବାଙ୍ଗଲାଦେଶୀ ନାଗରିକ ମାନଙ୍କୁ ସ୍ଵଦେଶ  ଫେରେଇଆଣିବା ଲାଗି ସେହି ଦେଶ ଛଅଟି ସ୍ଵତନ୍ତ୍ର ବିମାନ ପରିଚାଳନା କରିବ | ଏଥିସକାଶେ ‘ବିମାନ ବାଙ୍ଗଲାଦେଶ’  ମେ  1, 2 ଓ 3 ତାରିଖରେ ଯଥାକ୍ରମେ କଲିକତା, ଦିଲ୍ଲୀ ଓ ମୁମ୍ବାଇ ରୁ...

କରୋନାଭାଇରସ ବିରୁଦ୍ଧରେ ସଂଗ୍ରାମ ଲାଗି ସହାୟତା କରିବା ପାଇଁ କ୍ୟୁବାର ଡାକ୍ତର ମାନ...

କରୋନାଭାଇରସ ମହାମାରୀ  ବିରୁଦ୍ଧରେ ସଂଗ୍ରାମ ଲାଗି ସହାୟତା କରିବା ପାଇଁ କ୍ୟୁବାର  200 ରୁ ଅଧିକ ଜଣ ଡାକ୍ତର  ଦକ୍ଷିଣଆଫ୍ରିକାରେ ପହଞ୍ଚିଛନ୍ତି | ସମୁଦାୟ  ସ୍ୱାସ୍ଥ୍ୟ ଓ ସଂକ୍ରାମକ ରୋଗ ବିଶେଷଜ୍ଞଙ୍କ ସମେତ ଡାକ୍ତର ମାନେ ସୋମବାର ସକାଳେ ସ...

କୋଭିଡ-19 ଲାଗି  ବିଶ୍ଵ ଏକ ଯୁବପିଢୀକୁ ହରାଇବ ନାହିଁ କହିଲେ ଜାତିସଂଘ  ସେକ୍ରେଟାର...

ଜାତିସଂଘ ସେକ୍ରେଟାରୀ ଜେନେରାଲ ଆଣ୍ଟୋନୀଓ ଗୁଟେରସ   ଚେତାବନୀ ସେଇ କହିଛନ୍ତି  ଯେ କୋଭିଡ-19 ମହାମାରୀ ସମୟରେ ମୌଳବାଦୀ ମାନେ ଯୁବକ ମାନଙ୍କ କ୍ରୋଧ ଓ ନିରାଶଭାବରୁ  ଫାଇଦା ଉଠାଇବା  ପାଇଁ ଚେଷ୍ଟା କରୁଥିବା ବେଳେ ବିଶ୍ଵ ବର୍ତ୍ତମାନର ସଙ୍କଟ...

ଇସ୍ରାଏଲର ଆକ୍ରମଣରେ 4 ଜଣ ବନ୍ଧୁକଧାରୀ, 3 ଜଣ ବେସାମରିକ ଲୋକ ମୃତ ...

ସୋମବାର ଦିନ ଡାମାସ୍କସ ନିକଟବର୍ତ୍ତୀ ଅଞ୍ଚଳ ଉପରକୁ ଲକ୍ଷ କରି ଇସ୍ରାଏଲ ଯୁଦ୍ଧ ବିମାନ ଦ୍ଵାରା କରାଯାଇଥିବା କ୍ଷେପଣାସ୍ତ୍ର ଆକ୍ରମଣରେ  3 ଜଣ ବେସାମରିକ ଲୋକ ମୃତ୍ୟୁ ବରଣ କରିଥିବା ସିରିଆ ସାମରିକ ଓ ସରକାରୀ ଗଣମାଧ୍ୟମ ଜଣାଇଥିବା ବେଳେ  ଇର...

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ  ଜଣେ ଭାରତୀୟ-ଆମେରିକୀୟଙ୍କୁ  ଓଇସିଡ଼ି ଲାଗ...

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ  ଜଣେ ବରିଷ୍ଠ  ଭାରତୀୟ-ଆମେରିକୀୟ କୂଟନୀତିଜ୍ଞ  ମନୀଷା ସିଂ ଙ୍କୁ  ଅର୍ଥନୈତିକ ସହଯୋଗ ଓ ବିକାଶ ସଂଗଠନ ( ଓଇସିଡ଼ି )  ଲାଗି ଆମେରିକାର  ପରବର୍ତ୍ତୀ ରାଷ୍ଟ୍ର ପ୍ରତିନିଧି ଭାବେ ମନୋନୀତ କରିଛନ୍ତି | ...

ରୁଷିଆ, ପେରୁ ଓ ସାଉଦି  ଆରବ ସମେତ ଆଉ 14ଟି ଦେଶକୁ ପ୍ରବେଶ ନିଷେଧ ତାଲିକାରେ ସାମି...

ଜାପାନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେ କହିଛନ୍ତି  ଯେ ତାଙ୍କ ଦେଶ ରୁଷିଆ, ପେରୁ ଓ ସାଉଦି  ଆରବ ସମେତ ଆଉ 14ଟି ଦେଶକୁ ପ୍ରବେଶ ନିଷେଧ ତାଲିକାରେ ସାମିଲ କରିଛି  | ଦେଶରେ କାରୋନା ସଂକ୍ରମଣ ଜାରି ରହିଥିବା ଯୋଗୁଁ ସୀମା ନିୟନ୍ତ୍ରଣକୁ ତ୍ୱରାନ୍...

ୟୁ ଟ୍ୟୁବରେ  ବୈଶ୍ଵିକ  ଚଳଚ୍ଚିତ୍ର  ମହୋତ୍ସବ ପ୍ରଦର୍ଶିତ ହେବ     ...

ବିଶ୍ୱବ୍ୟାପି ଚଳଚ୍ଚିତ୍ର ମହୋତ୍ସବ ଗୁଡିକ  ‘ଉଇ ଆର ୱାନ’ ନାମକ ଏକ ବୈଶ୍ଵିକ ଚଳଚ୍ଚିତ୍ର ମହୋତ୍ସବର ଆୟୋଜନ କରୁଛି | ଏହାକୁ 10 ଦିନରୁ ଅଧିକ ସମୟ ଯାଏଁ ୟୁଟ୍ୟୁବ ରେ ମାଗଣାରେ ପ୍ରଦର୍ଶିତ କରାଯିବ | ଟ୍ରିବିକା ଚଳଚ୍ଚିତ୍ର ମହୋତ୍ସବ ଆୟୋଜନ କ...

କୋଭିଡ-19ର ଚିକିତ୍ସା କରୁଥିବା ମେଡିକାଲ ଷ୍ଟାପଙ୍କ ପାଇଁ ସରଞ୍ଜାମ ଉତ୍ପାଦନ ଦିନକୁ...

କୋଭିଡ-19ର ଚିକିତ୍ସା କରୁଥିବା ମେଡିକାଲ ଷ୍ଟାପଙ୍କ ପାଇଁ ସରଞ୍ଜାମ ଉତ୍ପାଦନ ଦିନକୁ 1 ଲକ୍ଷ ଯାଏଁ ବୃଦ୍ଧି ପାଇଛି | ବେଙ୍ଗାଲୁରୁରେ ସବୁଠୁ ଅଧିକ ପିପିଇ ସରଞ୍ଜାମ ପ୍ରସ୍ତୁତ କରାଯାଉଛି | କରୋନାର ମୁକାବିଲା ପାଇଁ ଦେଶର ପ୍ରାଯ 50 ଭାଗ ସାଜସ...

ଭାରତ ବାଙ୍ଗଲାଦେଶକୁ ହାଇଡ୍ରୋକ୍ସିକ୍ଲୋରୋକୁଇନ ଟାବଲେଟ, ସର୍ଜିକାଲ ଗ୍ଲୋଭ୍ସ ସମେତ ...

ଭାରତ ବାଙ୍ଗଲାଦେଶକୁ 1 ଲକ୍ଷ ହାଇଡ୍ରୋକ୍ସିକ୍ଲୋରୋକୁଇନ ଟାବଲେଟ, 50 ହଜାର ସର୍ଜିକାଲ ଗ୍ଲୋଭ୍ସ ସମେତ ଅନ୍ୟ ଚିକିତ୍ସା ସାମଗ୍ରୀ ହସ୍ତାନ୍ତର କରିଛି | ବାଙ୍ଗଲାଦେଶ ସ୍ଥିତ ଭାରତର ଉଚ୍ଚାୟୁକ୍ତ ରିଭା ଗାଙ୍ଗୁଲି ଦାସ ଏହାକୁ ସେଠାକାର ସରକାରଙ୍କ...

ଆଫ୍ରିକାର 54ଟି ଦେଶରେ 30,000ରୁ ଅଧିକ କୋଭିଡ-19ରେ  ସଂକ୍ରମିତ ହୋଇଛନ୍ତି...

ଆଫ୍ରିକାର 54ଟି ଦେଶରେ 30,000ରୁ ଅଧିକ କୋଭିଡ-19ରେ  ସଂକ୍ରମିତ ହୋଇଥିବା ଆଫ୍ରିକାର ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କୋନ୍ଦ୍ର ପକ୍ଷରୁ କୁହାଯାଇଛି | ରବିବାର ଜାରି ରିପୋର୍ଟରେ କୁହାଯାଇଛି ଯେ ଆଫ୍ରିକାରେ 1,374ଜଣ ଏହି ମହାମାରୀରେ ପ୍ରାଣ ...