ବୈଭବ ସମ୍ମିଳନୀ

ବୈଶ୍ଵିକ ଭାରତୀୟ ବୈଜ୍ଞାନିକ  (ବୈଭବ) ଶିଖର ସମ୍ମିଳନୀ 2020ର ଶୁଭାରମ୍ଭ ହୋଇଛି 3000 ରୁ ଅଧିକ ବିଦେଶୀ ଭାରତୀୟ ବଂଶୋଦ୍ଭବ ଶିକ୍ଷାବିତ ଏବଂ 55 ଟି ଦେଶର ବୈଜ୍ଞାନିକମାନଙ୍କୁ ନେଇ । ପ୍ରାୟ 10,000 ଭାରତୀୟ ବୈଜ୍ଞାନିକ, ଅନୁସନ୍ଧାନକାରୀ ଏବ...

ପୁନରୁଦ୍ଧାର କ୍ଷେତ୍ରରେ ଦ୍ରୁତ ଗତିରେ ଭାରତୀୟ ଅର୍ଥନୀତି...

କୋଭିଡ ପୂର୍ବବର୍ତ୍ତି ସ୍ଵଭାବିକ ସମୟ ପରି ଭାରତର ଅର୍ଥନୀତି ଏବେ ପୁନରୁଦ୍ଧାର ପଥରେ ଗତି କରୁଛି | ଅର୍ଥନୀତିର ଚାହିଦା ସ୍ୱାଭାବିକ ହେବା ସହିତ ଉତ୍ପାଦନ ମଧ୍ୟ ବଢୁଚି | ଛଅ ମାସ ପରେ ଭାରତର ରପ୍ତାନି ଯେପରି ବିଶ୍ଵ ଯୋଗାଣ ଶୃଙ୍ଖଳରେ ସ୍ଥାନ ...

ପ୍ରଗତି ପଥରେ ଭାରତ-ଶ୍ରୀଲଙ୍କା ସମ୍ପର୍କ...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେ ଏକ ଭର୍ଚୁଆଲ ବୈଠକରେ କଥାବାର୍ତ୍ତା କରିଛନ୍ତି | ଏହି ବୈଠକ ସମୟରେ ସେମାନେ ଦ୍ଵିପକ୍ଷୀୟ ସମ୍ପର୍କ ଏବଂ ଆପୋଷ ସ୍ଵାର୍ଥ ବିଜଡିତ  ଆଞ୍ଚଳିକ ଓ ଆନ୍ତର୍ଜାତୀୟ...

ଅହିଂସାର ପୂଜାରୀ ଗାନ୍ଧୀ

2007ରେ  ମିଳିତ ଜାତିସଂଘ  ଅକ୍ଟୋବର 2, ମହାତ୍ମା ଗାନ୍ଧୀଙ୍କ ଜନ୍ମ ଦିନକୁ ‘ଅନ୍ତର୍ଜାତୀୟ ଅହିଂସା ଦିବସ’ ଭାବରେ ପାଳନ କରିବାକୁ ଘୋଷଣା କରିବା ପରଠାରୁ  ଶାନ୍ତି ଏବଂ ଅହିଂସା ପାଇଁ ମହାତ୍ମାଙ୍କ  ଅବଦାନକୁ ସ୍ମରଣ କରିବା ପାଇଁ...

କଣ ପାକିସ୍ତାନର ସର୍ବଦଳୀୟ ସମ୍ମିଳନୀ ନିଜ ଉଦ୍ଦେଶ୍ୟରେ ସଫଳ ହୋଇପାରିବ?...

ପରିଶେଷରେ, ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ର ଅଧ୍ୟକ୍ଷ ବିଲାୱାଲ ଭୂଟ୍ଟୋଙ୍କ  ଆମନ୍ତ୍ରଣ କ୍ରମେ ପାକିସ୍ତାନର ବିରୋଧୀ ଦଳ ଗୁଡିକ ଏକ ସର୍ବଦଳୀୟ ସମ୍ମିଳନୀର ଆୟୋଜନ କରିବା ଓ ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ଲାଗି ମିଳିତ କାର୍ଯ...

ସବୁଜ ଶକ୍ତି କ୍ଷେତ୍ରରେ ଭାଗିଦାରୀତାକୁ ନେଇ ଭାରତ ଡେନମାର୍କ ସଂପର୍କ ପୁନଃସ୍ଥାପି...

ଦ୍ୱିପାକ୍ଷିକ ସମ୍ପର୍କର ଅଗ୍ରଗତି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ତାଙ୍କ ଡେନମାର୍କ ପ୍ରତିପକ୍ଷ ମେଟେ ଫ୍ରେଡେରିକସେନ୍ ଏକ ଭର୍ଚୁଆଲ୍ ବୈଠକ କରିଥିଲେ। କୋଭିଡ -19 ମହାମାରୀ ଏବଂ ଅର୍ଥନୀତି ଉପରେ ପ୍ରଭାବ ହେତୁ ପରିବର୍ତ୍ତିତ ଆନ୍...

ଜାତିସଂଘରେ ସଂସ୍କାର ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ଵାନ...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 2020 ସେପ୍ଟେମ୍ଵର 26 ତାରିଖରେ ଜାତିସଂଘର 75 ତମ ବାର୍ଷିକୀ ସମ୍ମିଳନୀରେ ଜାତିସଂଘର ମୂଳ ମିଶନ ଅସମ୍ପୂର୍ଣ୍ଣ ରହିଛି  ବୋଲି ହୃଦୟଙ୍ଗମ କରି  ଜାତିସଂଘର ସାଧାରଣ ପରିଷଦକୁ ସମ୍ଵୋଧିତ କରି ଶାନ୍ତି, ସୁରକ୍ଷା ...

କୃଷକମାନଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ...

ଆକାଶବାଣୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର “ମନ କି ବାତ” କାର୍ଯ୍ୟକ୍ରମ ମାଧ୍ୟମରେ ଦେଶକୁ ସମ୍ବୋଧିତ କରିଛନ୍ତି। ମନ କି ବାତର 69 ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ କୋଭିଡ-19 ସଙ୍କଟ ସମୟରେ ଦେଶର କୃ...

ଭାରତ-ଆଫ୍ରିକା ସହଭାଗୀତା ଉପରେ ପଞ୍ଚଦଶ ଡିଜିଟାଲ୍ ସମ୍ମିଳନୀ...

ଭାରତ–ଆଫ୍ରିକା ଭାଗିଦାରୀ ଉପରେ ଭାରତୀୟ ଶିଳ୍ପ ମହାସଂଘ ଏବଂ ଏକ୍ସିମ୍ ବ୍ୟାଙ୍କର ପଞ୍ଚଦଶ   ଡିଜିଟାଲ୍ ସମ୍ମିଳନୀ ବୈଦେଶିକ ମନ୍ତ୍ରଣାଳୟ ଏବଂ ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରଣାଳୟର ସହଯୋଗରେ ଦିଲ୍ଲୀରେ ଅନୁଷ୍ଠିତ ହୋଇଥିଲା | କୋଭିଡ୍ -19 ...

ପାର୍ଲିଆମେଣ୍ଟରେ ଚଳିତ ସପ୍ତାହ...

ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ ଗୃହିତ ହେବା ପରେ ପାର୍ଲିଆମେଣ୍ଟର ମୌସୁମୀ ଅଧିବେଶନକୁ   ବୁଧବାର ଦିନ ଆଗୁଆ ମୁଲତବୀ ଘୋଷଣା କରାଯାଇଛି  | କୋଭିଡ-19 ମହାମାରୀ ଯୋଗୁଁ ଏହାର କାର୍ଯ୍ୟଧାରା ଶେଷ ହେବାର ଆଠ ଦିନ ପୂର୍ବରୁ ଲୋକସଭା ଓ ରାଜ୍ୟସଭାର କା...