ସୁଷମା ସ୍ବରାଜ ଆଜି ଜିଆନ ଭେସ ଲେ ଡ୍ରିଆନଙ୍କ ସହ ପ୍ରତିନିଧି ସ୍ତରୀୟ ଆଲୋଚନା କରିବ...

ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ ଆଜି ଭାରତ ଗସ୍ତରେ ଆସିଥିବା ଫ୍ରାନ୍ସର ବୈଦେଶିକ ମନ୍ତ୍ରୀ ଜିଆନ ଭେସ ଲେ ଡ୍ରିଆନଙ୍କ ସହ ପ୍ରତିନିଧି ସ୍ତରୀୟ ଆଲୋଚନା କରିବେ | ଭାରତ ଫ୍ରାନ୍ସ ଗ୍ବିପକ୍ଷୀୟ ସଂପର୍କର ବିଭିନ୍ନ ଦୀଗ ଉପରେ ଦୁଇ ନେତା ସମୀକ୍ଷ...

ରାଷ୍ଟ୍ରପତି କୋବିନ୍ଦ ଆଜି ଗୁଜୁରାଟ ଗସ୍ତରେ ଯିବେ...

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ଗୁଜୁରାଟ ଗସ୍ତରେ ଯିବେ | ଏହି ଦିନିକିଆ ଗସ୍ତ କାଳରେ ସେ ନର୍ମଦା ଜିଲ୍ଲାର କେବାଡିଆ କଲୋନି ଠାରେ ସର୍ଦାର ବଲ୍ଲଭ ଭାଇ ପଟେଲଙ୍କ ବିଶ୍ବର ସର୍ବୋଚ ପ୍ରତିମୂର୍ତି ଷ୍ଟାଚ୍ୟୁ ଅଫ ୟୁନିଟିକୁ ପରିଦର୍ଶନ କରିବେ ...

ଉତ୍ତର ପ୍ରଦେଶର ସଙ୍ଗମ ଠାରେ ଆଜି 70ଟି ଦେଶର ପ୍ରତିନିଧି ପହଞ୍ଚିବେ...

କୁମ୍ଭ 2018 ପ୍ରସ୍ତୁତିର ସମୀକ୍ଷା ପାଇଁ ପ୍ରାୟ 70ଟି ଦେଶର ପ୍ରତିନିଧି ଆଜି ଉତ୍ତର ପ୍ରଦେଶର ସଙ୍ଗମ ପ୍ରୟାଗରାଜ ଠାରେ ପହଞ୍ଚିବେ |  ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭି କେ ସିଂହଙ୍କ ସହିତ ଏହି ପ୍ରତିନିଧିମାନେ ଉପସ୍ଥିତ ହେବେ | ଏହି ...

ପ୍ରାଥମିକ ଠାରୁ ଉଚ୍ଚ ଶିକ୍ଷା ଯାଏଁ ସରକାର ଉଚ୍ଚମାନର ଶିକ୍ଷା ଯୋଗାଇ ଦେବାକୁ ସଂକଳ...

ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭେଡକର କହିଛନ୍ତି ଯେ ଦେଶରେ ପ୍ରାଥମିକ ଠାରୁ ଉଚ୍ଚ ଶିକ୍ଷା ଯାଏଁ ସରକାର ଉଚ୍ଚମାନର ଶିକ୍ଷା ଯୋଗାଇ ଦେବାକୁ ସଂକଳ୍ପବଦ୍ଧ ଅଛନ୍ତି | ଗତକାଲି ନୂଆଦିଲ୍ଲୀରେ ବିଶ୍ବ ଶିକ୍ଷା ମାନଚିତ୍ରରେ ଭାରତକୁ ସ୍ଥାପ...

ଲେଖକ ଅମିତାଭ ଘୋଷ ପାଇବେ 54ତମ ଜ୍ଞାନପୀଠ ପୁରସ୍କାର...

  ପ୍ରଖ୍ୟାତ ଇଂରାଜୀ ଲେଖକ ଅମିତାଭ ଘୋଷ ଚଳିତ ବର୍ଷ 54ତମ ଜ୍ଞାନପୀଠ ପୁରସ୍କାର ପାଇବେ  | ସାହିତ୍ୟ କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ଏହି ମର୍ଯ୍ୟଦାଜନକ ପୁରସ୍କାରରେ ସମ୍ମାନୀତ କରାଯିବା ଭାରତୀୟ ଜ୍ଞାନପୀଠ ଶୁକ୍ରବାର ଘୋଷଣା...

ରାଷ୍ଟ୍ରପତି କୋବିନ୍ଦ ମିଆଁମାର କୁ ସଫଳ ଗସ୍ତ ଶେଷ କରି  ଆଜି ନୂଆଦିଲ୍ଲୀ ପ୍ରତ୍ୟାବ...

ରାଷ୍ଟ୍ରପତି  ରାମନାଥ କୋବିନ୍ଦ ମିଆଁମାର କୁ ସଫଳ ଗସ୍ତ ଶେଷ କରିବା ପରେ ଆଜି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ | ତାଙ୍କ ରହଣି କାଳରେ ରାଜନୈତିକ, ପ୍ରତିରକ୍ଷା ଓ ସୁରକ୍ଷା , ବାଣିଜ୍ୟ, ବିକାଶ ସହଯୋଗ ଓ ଲୋକଙ୍କ ମଧ୍ୟରେ ଯୋଗାଯୋଗ ଆଦି ସମ...

ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ପାର୍ଲିଆମେଣ୍ଟକୁ ସୂଚାରୁ ରୂପେ ପରିଚାଳନା  କରିବା ...

ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ପାର୍ଲିଆମେଣ୍ଟକୁ ସୂଚାରୁ ରୂପେ ପରିଚାଳନା କରିବା ଏବଂ ସଦସ୍ୟ ମାନଙ୍କ ପ୍ରତି ଆଚରଣ ବିଧି ପ୍ରଣୟନ କରିବା ପାଇଁ ରାଜନୈତିକ ଦଳ ଗୁଡିକୁ ଅନୁରୋଧ ଜଣାଇଛନ୍ତି | ଗତକାଲି ନୂଆଦିଲ୍ଲୀ ରେ 2018 ଲୋକମତ ସଂସଦୀୟ ପୁର...

କମଳ ନାଥ ମଧ୍ୟପ୍ରଦେଶ ର ମୁଖ୍ୟମନ୍ତ୍ରୀ ହେବେ ; ତେବେ ରାଜସ୍ଥାନ ଓ ଛତିଶଗଡ ରେ ମୁଖ...

  ବରିଷ୍ଠ କଂଗ୍ରେସ ନେତା କମଳନାଥ ମଧ୍ୟପ୍ରଦେଶ ର ନୂତନ ମୁଖ୍ୟମନ୍ତ୍ରୀ ହେବେ | ଭୋପାଳ ରେ ଗତାରାତିରେ ପାର୍ଟି ପର୍ଯ୍ୟବେକ୍ଷକ ଏକେ ଆଣ୍ଟୋନୀ ଏବିଷୟରେ ଘୋଷଣା କରିଛନ୍ତି | ତାଙ୍କ ନାମ ଘୋଷଣା କରାଯିବା ପରେ ସାମ୍ବାଦିକ ମାନଙ୍କ ସହ କଥା...

କେନ୍ଦ୍ରସରକାର  କୃଷକ ମାନଙ୍କ ଦ୍ଵାରା  ପୋଡି ନଷ୍ଟ କରିଦେଉଥିବା କୃଷିଜାତ ସାମଗ୍ରୀ...

  କୃଷି ମନ୍ତ୍ରୀ ରାଧା ମୋହନ ସିଂ କହିଛନ୍ତି ଯେ କେନ୍ଦ୍ରସରକାର  କୃଷକ ମାନେ ପୋଡି ନଷ୍ଟ କରିଦେଉଥିବା କୃଷିଜାତ ସାମଗ୍ରୀ ର ଅବ୍ୟବହୃତ ଅଂଶ କୁ ରୋକିବା ସକାଶେ ଚେଷ୍ଟା ଚଳେଇଛନ୍ତି | ନୂଆଦିଲ୍ଲୀ ରେ ଗତକାଲି ଏକ କାର୍ଯ୍ୟକ୍ରମରେ  ଯୋଗ ...

ଜାମ୍ମୁ ଓ କାଶ୍ମୀର ରେ ଲସ୍କର -ଇ  -ତୋଇବା ର ଦୁଇଜଣ ସନ୍ତ୍ରାସବାଦୀ ନିହତ...

  ଉତ୍ତର  କାଶ୍ମୀରର ବାରମୁଲ୍ଲା ଜିଲ୍ଲା ସ୍ଥିତ ବ୍ରାଥ କଲନ ସପୋର ଇଲାକା ରେ ନିରାପତ୍ତା ବାହିନୀ ସହ ସଂଘର୍ଷରେ  ଲସ୍କର -ଇ -ତୋଇବା ର ଦୁଇଜଣ ସନ୍ତ୍ରାସବାଦୀ ନିହତ ହୋଇଛନ୍ତି | ସନ୍ତ୍ରାସବାଦୀ ମାନଙ୍କ ଠାରୁ ବହୁ ପରିମାଣରେ ଅସ୍ତ୍ରଶସ...