ଲୋକ ସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ପାଇଁ ପ୍ରଚାର କାର୍ଯ୍ୟ ଜୋରସୋରରେ ଚାଲିଛି...
ଲୋକ ସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ପାଇଁ ପ୍ରଚାର କାର୍ଯ୍ୟ ଶେଷ ହେବାକୁ ଆଉ ଦୁଇ ଦିନ ବାକିଥିବାବେଳେ ଏବେ ଏହା ଜୋରସୋରରେ ଚାଲିଛି | ଚଳିତ ମାସ 23 ତାରିଖରେ ଏହି ପର୍ଯ୍ୟାୟରେ 13ଟି ରାଜ୍ୟ ଏବଂ 2ଟି କେନ୍ଦ୍ର ଶାସିତ ଅଞ୍ଚଳର 116ଟି ଆସନ ...