ଦ୍ଵିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଲାଗି ଭୋଟ ଗ୍ରହଣ ଚାଲିଛି...

ଦ୍ଵିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଲାଗି ଭୋଟ ଗ୍ରହଣ ଚାଲିଛି | 11ଟି  ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ର 95  ଟି ନିର୍ବାଚନମଣ୍ଡଳୀରେ ଏହି ପର୍ଯ୍ୟାୟ ରେ ଭୋଟ ଗ୍ରହଣ ହେଉଛି  | ପୂର୍ବରୁ 97ଟି ନିର୍ବାଚନ ମଣ୍ଡଳୀ ରେ ଭୋଟ ଗ୍ରହଣ ...

ବାଙ୍ଗଲାଦେଶ ଅଭିନେତା ଫିର୍ଦୌସ ପଶ୍ଚିମବଙ୍ଗ ନିର୍ବାଚନ ଲାଗି ପ୍ରଚାର କରିବା ଦୁଃଖର...

ବାଙ୍ଗାଲଦେଶ ବୈଦେଶିକ ମନ୍ତ୍ରୀ ଡଃ ଏକେ ଅବଦୁଲ ମୋମେନ କହିଛନ୍ତି ଯେ ବାଙ୍ଗଲାଦେଶ ଅଭିନେତା ଫିର୍ଦୌସ ପଶ୍ଚିମବଙ୍ଗରେ ତୃଣମୂଳ  କଂଗ୍ରେସ ଲାଗି ନିର୍ବାଚନ ପ୍ରଚାର କରିବା ଅତ୍ୟନ୍ତ ଦୁଃଖର ବିଷୟ | ଢାକା ଠାରେ ଗତ ରାତିରେ ସାମ୍ବାଦିକ ମାନଙ୍କ ...

ତୃତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ତାରକା ପ୍ରଚାରକ ମାନେ ବଡ ଜୋରସୋରରେ ପ୍ରଚାର ଚଳେ...

ଏପ୍ରିଲ 23 ତାରିଖରେ ହେବାକୁ ଥିବା ତୃତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ତାରକା ପ୍ରଚାରକ ମାନେ ବଡ ଜୋରସୋରରେ ପ୍ରଚାର ଚଳେଇଛନ୍ତି | ଗୁଜୁରାଟ ଓ ମହାରାଷ୍ଟ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଜନସଭାରେ ଉଦବୋଧନ ଦେଇ କହିଛନ୍ତି ଯେ ଚଳିତ ...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 3ଟି ରାଜ୍ୟରେ ଓ କଂଗ୍ରେସ ସଭାପତି  ରାହୁଳ ଗାନ୍ଧୀ...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜୁରାଟ ର ଆମରେଲି, କର୍ଣ୍ଣାଟକ ର ବାଗାଲକୋଟ ଓ ଚିକୋଡି ଏବଂ କେରଳ ର ଥିରୁବନନ୍ତପୁରମ ରେ ଆୟୋଜିତ ସାଧାରଣ ସଭା ଗୁଡିକରେ ଆଜି ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି | ସେହିପରି ବିଜେପି ସଭାପତି ଅମିତ ସାହ ଛ...

ଅରୁଣାଚଳର 19 ଟି ବୁଥରେ ପୁଣି ଥରେ ମତଦାନ ହେବ...

ଅରୁଣାଚଳର 19 ଟି ବୁଥ ରେ ପୁଣି ଥରେ ମତଦାନ  କରିବା ଲାଗି ନିର୍ବାଚନ କମିଶନ ବୁଧବାର ଦିନ ଘୋଷଣା କରିଛନ୍ତି | ସାମ୍ବାଦିକ ମାନଙ୍କ ସହ କଥାବାର୍ତ୍ତା ବେଳେ ଅରୁଣାଚଳ ପ୍ରଦେଶର ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ କାଙ୍ଗକି ଦାରଙ୍ଗ କହିଛନ୍ତ...

ଋଣଦାତା ମାନଙ୍କ ଏକ କମିଟୀ ମେହୁଲ ଚୋକସିଙ୍କ ଗୀତାଞ୍ଜଳି ଜେମ୍ସକୁ ଋଣ ପରିଶୋଧ ଉଦ୍ଦ...

ଋଣଦାତା ମାନଙ୍କ ଏକ କମିଟୀ ମେହୁଲ ଚୋକସିଙ୍କ ଗୀତାଞ୍ଜଳି ଜେମ୍ସକୁ ଋଣ ପରିଶୋଧ ଉଦ୍ଦେଶ୍ୟରେ ପରିସମାପନ କରିବାକୁ ସ୍ଥିର କରିଛନ୍ତି | 12 ହଜାର କୋଟି ଟଙ୍କାର ଋଣ ଆଦାୟ କରିବା ପାଇଁ ଋଣଦାତା ମାନଙ୍କ କମିଟୀ ଏହି ନିଷ୍ପତି ନେଇଛନ୍ତି |  ...

ବାଙ୍ଗଲାଦେଶ ଅଭିନେତା ଫେରଦୂସ ଅହମଦଙ୍କ ଭିସା ରଦ୍ଦ କରିଦିଆଯାଇଛି...

ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ବାଙ୍ଗଲାଦେଶ ଅଭିନେତା ଫେରଦୂସ ଅହମଦଙ୍କ ବ୍ୟବସାୟିକ ଭିସାକୁ ରଦ୍ଦ କରିଦେବା ସହ ତାଙ୍କୁ ଭାରତ ଛାଡି ଚାଲିଯିବାକୁ ନୋଟିସ ଜାରି କରିଛି |   ସେ ଭିସା ନିୟମ ଲଂଘନ କରିଥିବା ନେଇ ବ୍ୟୁରୋ ଅଫ ଇମିଗ୍ରେସନ ଠାରୁ ସ...

ମୁସଲମାନ ମହିଳା ମାନଙ୍କୁ ମସଜିଦରେ ପ୍ରବେଶ ସଂକ୍ରାନ୍ତୀୟ ଆବେଦନ ଉପରେ ସୁପ୍ରିମ କୋ...

ସୁପ୍ରିମ କୋର୍ଟ ମୁସଲମାନ ମହିଳା ମାନଙ୍କୁ ପ୍ରାର୍ଥନା କରିବା ପାଇଁ ମସଜିଦରେ ପ୍ରବେଶ କରିବାକୁ ଅନୁମତି ଦେବା ସଂକ୍ରାନ୍ତୀୟ ଏକ ଆବେଦନ ଉପରେ କେନ୍ଦ୍ରସରକାରଙ୍କ ଠାରୁ ଜବାବ ମାଗିଛନ୍ତି |   କେରଳରେ ସାବରୀମାଲା ମନ୍ଦିର ମାମଲା ଉପରେ ସ...

ଉତ୍ତର ପଶ୍ଚିମ ଭାରତରେ ବର୍ଷା ଯୋଗୁଁ ଲୋକମାନଙ୍କୁ ପ୍ରବଳ ଗରମ ଓ ଗୁଳୁଗୁଳିରୁ ଆଶ୍ବ...

ଉତ୍ତର ପଶ୍ଚିମ ଭାରତରେ ପଶ୍ଚିମ ପବନ ସକ୍ରିୟ ଯୋଗୁଁ ଗତ 24 ଘଣ୍ଟା ମଧ୍ୟରେ ବର୍ଷା ହେବା ଦ୍ୱାରା ଲୋକମାନଙ୍କୁ ପ୍ରବଳ ଗରମ ଓ ଗୁଳୁଗୁଳିରୁ ଆଶ୍ବସ୍ତି ମିଳିଛି | ଜାମୁ ଓ କାଶ୍ମୀର, ପଞ୍ଜାବ, ହରିୟାନା, ଦିଲ୍ଲୀ, ହିମାଚଳ ପ୍ରଦେଶ ଏବଂ ରାଜସ୍ଥା...

ନୌବାହିନୀ ମୁଖ୍ୟ ଆଡମିରାଲ ସୁନୀଲ ଲାନବା ଆଜିଠାରୁ ଥାଇଲ୍ୟାଣ୍ଡକୁ ତିନିଦିନିଆ ଦ୍ୱି...

ନୌବାହିନୀ ମୁଖ୍ୟ ଆଡମିରାଲ ସୁନୀଲ ଲାନବା ଆଜିଠାରୁ ଥାଇଲ୍ୟାଣ୍ଡକୁ ତିନିଦିନିଆ ଦ୍ୱିପକ୍ଷୀୟ ଗସ୍ତରେ ଯାଉଛନ୍ତି | ଭାରତ ଏବଂ ଥାଇଲ୍ୟାଣ୍ଡ ମଧ୍ୟରେ ସାମୁଦ୍ରିକ କ୍ଷେତ୍ରରେ ଦ୍ବିପକ୍ଷୀୟ ସମ୍ପର୍କକୁ ଆହୁରି ସୁଦୃଢ଼ ଏବଂ ପ୍ରତିରକ୍ଷା ସହଯୋଗର ନ...