କେ. ଚନ୍ଦ୍ରଶେଖର ରାଓ ଆଜି ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ...
କେ. ଚନ୍ଦ୍ରଶେଖର ରାଓ ଆଜି ଅପରାହ୍ନରେ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ | ସେ ଦ୍ଵିତୀୟ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବେ | ରାଜଭବନରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ଚନ୍ଦ୍ରଶେଖର ରାଓଙ୍କ ସମେତ ଆଉ କିଛ...