ଜେନେରାଲ ନାରାବଣେଙ୍କ ନେପାଳ ଗସ୍ତ : ଭାରତ-ନେପାଳ ସମ୍ପର୍କର ଅଗ୍ରଗତିରେ ଏକ ମାଇଲଖ...
ଭାରତୀୟ ସେନାଧ୍ୟକ୍ଷ ଜେନେରାଲ ମନୋଜ ମୁକୁଣ୍ଡ ନାରବଣେଙ୍କ ତିନି ଦିନିଆ ନେପାଳ ଗସ୍ତକୁ ଭାରତ ଏବଂ ନେପାଳ ମଧ୍ୟରେ ଏକ ଦୃଢ ଐତିହାସିକ ସମ୍ପର୍କର ନିଦର୍ଶନ ବୋଲି ବିବେଚନା କରାଯିବା ସହ ଅନେକ କ୍ଷେତ୍ରରେ ଏହାକୁ ଗୁରୁତ୍ୱପୂର୍ଣ୍ଣ ମନେ କର...