ମୁଷ୍ଟିଯୁଦ୍ଧ : ବୁଲଗାରିଆ ରେ ଷ୍ଟ୍ରାଣ୍ଡଜା ଟୁର୍ଣ୍ଣାମେଣ୍ଟ ରେ ସ୍ଵର୍ଣ୍ଣ ପଦକ ହା...

ବୁଲଗାରିଆ ର ସୋଫିଆରେ ଷ୍ଟ୍ରାଣ୍ଡଜା  ସ୍ମାରକୀ ମୁଷ୍ଟିଯୁଦ୍ଧ ଟୁର୍ଣ୍ଣାମେଣ୍ଟ ରେ  ପୁରୁଷ ବର୍ଗରେ ଅମିତ ପଙ୍ଘାଲ ଓ ମହିଳା ବର୍ଗରେ ନିଖତ ଜରିନ, ମଞ୍ଜୁ ରାଣୀ ଓ ମିନା କୁମାରୀ ଦେବୀ  ସ୍ଵର୍ଣ୍ଣ ପଦକ ହାସଲ ପାଇଁ  ଆଜି ଖେଳିବେ | ଏସୀୟ କ୍ରୀଡ...

କ୍ରିସ ଗେଲ ଏକ ଦିବସୀୟ ଆନ୍ତର୍ଜାତୀୟ କ୍ରିକେଟ ରୁ ଅବସର ଘୋଷଣା କରିଛନ୍ତି  ...

ୱେଷ୍ଟ ଇଣ୍ଡିଜ ବ୍ୟାଟସମ୍ୟାନ କ୍ରିସ ଗେଲ ଆଗାମୀ ବିଶ୍ଵକପ ପ୍ରତିଯୋଗୀତା ପରେ  ଏକ ଦିବସୀୟ ଆନ୍ତର୍ଜାତୀୟ କ୍ରିକେଟ ରୁ ଅବସର ନେବେ ବୋଲି ଘୋଷଣା କରିଛନ୍ତି | 39 ବର୍ଷ ବୟସ୍କ ବାମହାତି ଖେଳାଳି 284 ଟି ଏକ ଦିବସୀୟ ଆନ୍ତର୍ଜାତୀୟ ମ୍ୟାଚ ରେ 9...

ଷ୍ଟ୍ରାନଜା ମେମୋରିଆଲ ମୁଷ୍ଠିଯୁଦ୍ଦ ପ୍ରତିଯୋଗିତାରେ ଭାରତ ପାଞ୍ଚଟି ପଦକ ସୁନିଶ୍ଚି...

ବୁଲଗେରିଆର ସୋଫିଆ ଠାରେ ଅନୁଷ୍ଠିତ 70ତମ ଷ୍ଟ୍ରାନଜା ମେମୋରିଆଲ ମୁଷ୍ଠିଯୁଦ୍ଦ ପ୍ରତିଯୋଗିତାରେ ଭାରତ ପାଞ୍ଚଟି ପଦକ ସୁନିଶ୍ଚିତ କରିଛି। 49 କିଲୋଗ୍ରାମ ଶ୍ରେଣୀରେ ଏସୀୟ କ୍ରିଡାର ସ୍ବର୍ଣ୍ଣ ପଦକଧାରୀ ଅମିଲ ପଙ୍ଘଲ ସେମି ଫାଇନାଲରେ ପ୍ରବେଶ କ...

ଆଇସିସି ଟେଷ୍ଟ ପାହ୍ୟାରେ କୋହଲି ସର୍ବୋଚ ସ୍ଥାନରେ ଥିବାବେଳେ ପୁଜାରା ତୃତୀୟ ସ୍ଥାନ...

ଆଇସିସି ଟେଷ୍ଟ କ୍ରିକେଟ ପାହ୍ୟାରେ ଭାରତୀୟ କ୍ୟାପଟେନ ବିରାଟ କୋହଲି ସର୍ବୋଚ ସ୍ଥାନରେ ରହିଛନ୍ତି ଏବଂ ଚେତେଶ୍ବର ପୁଜାରା ତୃତୀୟ ସ୍ଥାନରେ ରହିଛନ୍ତି। କୋହଲିଙ୍କୁ 992 ପଏଣ୍ଟ ମିଳିଥିବା ବେଳେ ନ୍ୟୁଜଲ୍ୟାଣ୍ତ କ୍ୟାପଟେନ ଉଇଲିୟମସନଙ୍କୁ 897 ...

ସିନିୟର ବ୍ୟାଡମିଣ୍ଟନ ନେସନାଲ୍ସ : ସାଇନା ମହିଳା  ସିଙ୍ଗଲ୍ସ  ଓ ସୌରଭ ବର୍ମା ପୁରୁ...

ୟୋନେକ୍ସ –ସନରାଇଜ 83 ତମ ସିନିୟର ବ୍ୟାଡମିଣ୍ଟନ ନେସନାଲ୍ସ ରେ ଶନିବାର ଦିନ ଗୁଆହାଟି ରେ ଖେଳାଯାଇଥିବା ମ୍ୟାଚ ରେ  ସାଇନା  ନେହୱାଲ, ପିଭି ସିନ୍ଧୁ ଙ୍କୁ 21-18, 21-15 ସେଟ ରେ ପରାସ୍ତ କରି ମହିଳା  ସିଙ୍ଗଲ୍ସ ରେ ତାଙ୍କର  ଚତୁର୍ଥ ଟାଇଟଲ...

ନ୍ୟୁଜିଲାଣ୍ଡ ର ଗୁପ୍ତିଲଙ୍କ ଶତକ ସହାୟତାରେ  ବାଙ୍ଗଲାଦେଶ ବିପକ୍ଷରେ ସିରିଜ  ବିଜୟ...

କ୍ରାଇଷ୍ଟଚର୍ଚ ରେ ଶନିବାର ଦିନ ନ୍ୟୁଜିଲାଣ୍ଡ ର  ମାର୍ଟିନ ଗୁପ୍ତିଲଙ୍କ ଶତକ ସହାୟତାରେ  ବାଙ୍ଗଲାଦେଶ ବିପକ୍ଷରେ ଏହି ଟିମ  ଏକ ଦିବସୀୟ ସିରିଜ ରେ  ବିଜୟ ଲାଭ କରିଛି | ଶ୍ରୀ ମାର୍ଟିନ ଦୁଇଟି ମ୍ୟାଚରେ ଦୁଇଟି ଶତକ ହାସଲ କରିଛନ୍ତି | ସେ ପ୍...

ଜାତୀୟ ସିନିଅର ବ୍ୟାଡମିଣ୍ଟନ ଚମ୍ପିୟାନସିପ : ମହିଳା ବିଭାଗ ସିଙ୍ଗଲସ ଫାଇନାଲରେ ପି...

ଜାତୀୟ ସିନିଅର ବ୍ୟାଡମିଣ୍ଟନ ଚମ୍ପିୟାନସିପରେ ଆଜି ଗୌହାଟୀରେ ମହିଳା ବିଭାଗ ସିଙ୍ଗଲସ ଫାଇନାଲରେ ପି.ଭି. ସିନ୍ଧୁ ଏବଂ ସାଇନା ନେହେୱାଲଙ୍କ ମଧ୍ୟରେ ମୁକାବିଲା ହେବ | ମହିଳା ବିଭାଗ ସିଙ୍ଗଲସ ସେମିଫାଇନାଲ ମ୍ୟାଚରେ ପି.ଭି. ସିନ୍ଧୁ ଆସାମର ଅସ...

ଭାରତ-ଅଷ୍ଟ୍ରେଲିଆ ସିରିଜ : ଋଷବ ପନ୍ତ ODI ଟିମରେ ଖେଳିବେ...

  ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଦିନିକିଆ ଆନ୍ତର୍ଜାତୀୟ କ୍ରିକେଟ ସିରିଜ ପାଇଁ ଖେଳାଳୀ ମାନଙ୍କର ନାମ ଘୋଷଣା କରାଯାଇଛି | 15 ଜଣିଆ ODI ଟିମରେ ଋଷବ ପନ୍ତ ସାମିଲ ହୋଇଥିବା ବେଳେ ଦୀନେଶ କାର୍ତ୍ତିକଙ୍କୁ ଦଳରୁ ବାଦ ଦିଆଯାଇଛି | ଅଷ୍ଟ...

ବ୍ୟାଡମିଣ୍ଟନ ଚମ୍ପିୟନସିପର ସେମିଫାଇନାଲରେ ପହଞ୍ଚିଲେ ସିନ୍ଧୁ...

ଗୌହାଟିରେ ଚାଲିଥିବା 83ତମ ବରିଷ୍ଠ ଜାତୀୟ ବ୍ୟାଡମିଣ୍ଟନ ଚମ୍ପିୟନସିପର ମହିଳା ବିଭାଗ ସିଙ୍ଗଲ୍ସରେ ଗୁରୁବାର ଦିନ ଅଲମ୍ପିକ ପଦକଧାରୀ ପି ଭି ସିନ୍ଧୁ ରିୟା ମୁଖାର୍ଜୀଙ୍କୁ ହରାଇ ସେମି ଫାଇନାଲକୁ ଉଠିଛନ୍ତି। ନାଗପୁରର ବୈଷ୍ଣବି ଭାଲେ ଏବଂ ଆସା...

ଗୋଲ୍ଡ କପ 2019 ଫାଇନାଲରେ ମ୍ୟାଆଁମାର ନେପାଳକୁ ଭେଟିବ...

ଭୁବନେଶ୍ବରରେ ଚାଲୁଥିବା ମହିଳା ହିରୋ ଗୋଲ୍ଡ କପ 2019 ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ଆଜି ମ୍ୟାଆଁମାର ନେପାଳକୁ ଭେଟିବ। ଗତକାଲି ମ୍ୟାଆଁମାର ଭାରତକୁ 2-0ରେ ହରାଇଥିବାବେଳେ ନେପାଳ ଇରାନକୁ 3-0ରେ ହରାଇ ଫାଇନାଲକୁ ଉଠିଛନ୍ତି।...