ନୂଆଦିଲ୍ଲୀରେ ଚାଲିଥିବା ଜୁନିଅର ଏସୀୟ କୁସ୍ତି ପ୍ରତିଯୋଗିତାରେ ଭାରତ 4ଟି ପଦକ ବିଜ...
ନୂଆଦିଲ୍ଲୀରେ ଚାଲିଥିବା ଜୁନିଅର ଏସୀୟ କୁସ୍ତି ପ୍ରତିଯୋଗିତାରେ ଗତକାଲି ଭାରତ ତିନୋଟି ରୌପ୍ୟ ଏବଂ ଗୋଟିଏ ବ୍ରୋଞ୍ଜ ପଦକ ସହ ମୋଟ 4ଟି ପଦକ ହାସଲ କରିଛି | ଫ୍ରିଷ୍ଟାଇଲ ବିଭାଗରେ ବିଶାଲ କାଲିରାମନ (70 କିଲୋଗ୍ରାମ), ନବୀନ (57 କିଲୋଗ୍ରାମ) ...